"ଫୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ବୈଶିଷ୍ଟ୍ୟ: ବାର ଓ ଫୁଲ
୨୭ କ ଧାଡ଼ି:
==ବାର ଓ ଫୁଲ==
କେଉଁ ବାରରେ କେଉଁ ପୁଷ୍ପ ଦେବଦେବୀଙ୍କୁ ଅର୍ପଣ କଲେ କି ପ୍ରକାର ଫଳ ପ୍ରାପ୍ତି ହୁଏ ତତ୍ ସଂମ୍ପର୍କୀୟ ବିବରଣି ଅଗସ୍ତ୍ୟମୁନି ପ୍ରଦାନ କରି ଅଛନ୍ତି ।
*[[ରବିବାର]] [[ପଦ୍ମଫୁଲପଦ୍ମ ଫୁଲ]]ରେ ଠାକୁରଙ୍କୁ ସଜାଇଲେ ଘରେ ସମୃଦ୍ଧି ଆସିବ ।
*[[ସୋମବାର]] ଇଷ୍ଟଦେବୀଙ୍କୁ କଇଁ ଓ ଜସ୍ମିନ ପ୍ରଦାନ କଲେ ଗୃହରେ ଏକତା ଆସିବ । ସଦସ୍ୟଙ୍କ ମଧ୍ୟରୁ ଅବୁଝାମଣା ଦୂରେଇଯିବ ।
*[[ମଙ୍ଗଳବାର]] ଦେବୀଙ୍କୁ ଟ୍ୟୁରୋଜ ଦେଲେ ସ୍ଵାମୀମାନେ ଆଶାତୀତ ଦୁର୍ଘଟଣାରୁ ରକ୍ଷାପାଇପାରିବେ ।
*[[ବୁଧବାର]] ଇଶ୍ଵରଙ୍କୁ ପାରିଜାତ ଦେଲେ ପିଲାମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।
*[[ଶୁକ୍ରବାର]] ଧବଳ ଓ ଇସତଲାଲ୍ ରଙ୍ଗର ରାମବାଣ ପୁଷ୍ପ ଠାକୁରଙ୍କୁ ଦେଲେ ପିଲାମାନଙ୍କର ସମସ୍ତ ତ୍ରୁଟି ଦୂର ହୋଇଯାଏ । ସ୍ଵାମୀର ପରମାୟୁ ଦୂର ହୋଇଯାଏ ।
*ସବୁ ଦିନ ଜସ୍ମିନକୁ ଟଙ୍କାବାକ୍ସ/ଲୁହାସିନ୍ଦୁକରେ ରଖାଗଲେ ସର୍ବ ସମୃଦ୍ଧି ପ୍ରାପ୍ତ ହେବ । <ref>ପୌରୁଷ ପତ୍ରିକା , ଫେବୃଆରୀ ୨୦୧୦, ପୃଷ୍ଠା - ୯୪</ref>
 
==ଆଧାର==
"https://or.wikipedia.org/wiki/ଫୁଲ"ରୁ ଅଣାଯାଇଅଛି