"ଜଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୫୬୮ ବାଇଟଗୁଡିକ ଯୋଡାଗଲା ,  ୮ ବର୍ଷ ପୂର୍ବେ
ଟିକେ
ଇଂରାଜୀ ଠିକଣା, ଅଧିକ ତଥ୍ୟ
ଟିକେ (r2.7.1) (Robot: Adding pfl:Wassa)
ଟିକେ (ଇଂରାଜୀ ଠିକଣା, ଅଧିକ ତଥ୍ୟ)
{{ଛୋଟ|Water}}
[[ଫାଇଲ:Water droplet blue bg05.jpg|right|thumb|ଜଳବିନ୍ଦୁର ପତନ ଫଳରେ ବୃତ୍ତୀୟ ତରଙ୍ଗ ସୃଷ୍ଟି ହୋଇ ବିନ୍ଦୁକୁ ଉପରକୁ ଠେଲେ । ]]
ପୃଥିବୀର ଅତି ସାଧାରଣ ତରଳ ହେଉଛି ଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣଜଳପୂର୍ଣ୍ଣ ଅଟେ । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ଜୀବନ ପାଇଁ ଜଳ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ହାଇଡ୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ ।<ref>{{Cite journal |last=Henniker |first=J. C. |title=The Depth of the Surface Zone of a Liquid |year=1949 |publisher=[[Reviews of Modern Physics]] |doi=10.1103/RevModPhys.21.322 |journal=Reviews of Modern Physics |volume=21 |issue=2 |pages=322–341}}</ref><ref>{{cite web |url=http://faculty.washington.edu/ghp/researcthemes/water-science |title=Water Science |author=Pollack, Gerald |publisher=[[University of Washington]], Pollack Laboratory |accessdate=2011-02-05 |quote=Water has three phases – gas, liquid, and solid; but recent findings from our laboratory imply the presence of a surprisingly extensive fourth phase that occurs at interfaces.}}</ref>
 
ଜଳ ପୃଥିବୀପୃଷ୍ଟରେ ପ୍ରାକୃତିକ ଭାବେ ମିଳେ । ଜଳ ହେଉଛି ଏକମାତ୍ର ବସ୍ତୁ ଯାହା ସାଧାରଣ ତାପମାତ୍ରାରେ ୩ଟି ଅବସ୍ଥାରେ ରହେ । ଜଳର ୪୦ରୁ ଉର୍ଦ୍ଧ୍ୱ ବିଶେଷ ଜଳ ଘନିଭୂତ ହେଲେ ଏହାର ଆୟତନ ପାଖାପାଖି ୯% ବୃଦ୍ଧି ପାଏ ।
* ବର୍ଷା
* ହ୍ରଦ
 
{{Wiktionary|ଜଳ}}
{{Wiktionary|ଜଳୀୟ}}
 
== ଆଧାର ==
{{Reflistଆଧାର}}
==ଅଧିକ ତଥ୍ୟ==
{{Sisterlinks|water}}
*[http://stats.oecd.org/wbos/Index.aspx?DataSetCode=ENV_WAT OECD Water statistics]
*[http://www.worldwater.org/ The World's Water Data Page]
*[http://www.fao.org/nr/water/aquastat/main/index.stm FAO Comprehensive Water Database, AQUASTAT]
*[http://worldwater.org/conflict.html The Water Conflict Chronology: Water Conflict Database]
*[http://ga.water.usgs.gov/edu/ US Geological Survey Water for Schools information]
*[http://water.worldbank.org/ Portal to The World Bank's strategy, work and associated publications on water resources]
 
[[ଶ୍ରେଣୀ:ପ୍ରାକୃତିକ ସମ୍ପଦ]]
୨୪,୫୮୯

ଗୋଟି ସମ୍ପାଦନା