"ବିଷ୍ଣୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା, ଯୋଗସୂତ୍ର ପେଟି, ଅଧିକ ତଥ୍ୟ
ଟିକେ ବିଷ୍ଣୁଙ୍କ ଷୋଡ଼ଶ ନାମ
୫୨ କ ଧାଡ଼ି:
ହିନ୍ଦୁମାନେ ତ୍ରିମୂର୍ତ୍ତି ଭାବେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ପୂଜା କରିଥାନ୍ତି। ଏମାନେ ହେଉଛନ୍ତି ଯଥାକ୍ରମେ ସୃଷ୍ଟି, ପାଳନ ଓ ସଂହାରର ଦେବତା। <ref>For quotation defining the trimurti see Matchett, Freda. "The {{IAST|Purāṇas}}", in: Flood (2003), p. 139.</ref><ref>For the Trimurti system having Brahma as the creator, Vishnu as the maintainer or preserver, and Shiva as the transformer or destroyer see: Zimmer (1972) p. 124.</ref> ଏହି ତିନି ଦେବଙ୍କୁ ହିନ୍ଦୁମାନେ ତ୍ରିଦେବ ଓ <ref>For definition of trimurti as "the unified form" of Brahmā, {{IAST|Viṣṇu}} and Śiva and use of the phrase "the Hindu triad" see: Apte, p. 485.</ref> ତ୍ରିନାଥ ବୋଲି ମଧ୍ୟ କହିଥାନ୍ତି।<ref>For the term "Great Trinity" in relation to the Trimurti see: Jansen, p. 83.</ref> ଭାଗବତ ପୁରାଣ ଓ ବୈଷ୍ଣବମାନଙ୍କ ଦୃଷ୍ଟିକୋଣରୁ ଏଇ ତିନି ଦେବଙ୍କ ଭିତରେ ବିଷ୍ଣୁ ହେଉଛନ୍ତି ଭକ୍ତ ବତ୍ସଳ। <ref>{{cite web|url=http://vedabase.net/sb/1/2/23/en |title=Srimad Bhagavatam Canto 1 Chapter 2 Verse 23 |publisher=Vedabase.net |date= |accessdate=2011-11-30}}</ref>
{{clear}}
==ବିଷ୍ଣୁଙ୍କ ଷୋଡ଼ଶ ନାମ<ref>{{cite web |url= http://devotionalonly.com/vishnu-shodasa-nama-sthrotram/ |title=Vishnu Shodasa Nama Sthrotram |first= |last= |work=devotionalonly.com |year=2012 |quote= Vishnu Shodasa Nama Sthrotram |accessdate=28 September 2012}}</ref>==
ବିଭିନ୍ନ ସମୟରେ ବିଷ୍ଣୁଙ୍କୁ ଭିନ୍ନ ଭିନ୍ନ ନାମରେ ସ୍ମରଣ କରାଯାଏ, ସେଗୁଡିକ ହେଲା:
{{div col|4}}
* ଔଷଧେ: ବିଷ୍ଣୁ
* ଭୋଜନେ: ଜନାର୍ଦ୍ଦନ
* ଶୟନେ: ପଦ୍ମନାଭ
* ବିବାହେ: ପ୍ରଜାପତି
* ଯୁଦ୍ଧେ: ଚକ୍ରଧର
* ପ୍ରବାସେ: ତ୍ରିବିକ୍ରମ
* ତନୁତ୍ୟାଗେ: ନାରାୟଣ
* ସଙ୍ଗମେ: ଶ୍ରୀଧର
* ଦୁଃସ୍ଵପ୍ନେ: ଗୋବିନ୍ଦ
* ସଙ୍କଟେ: ମଧୁସୂଦନ
* କାନନେ: ନରସିଂହ
* ପାବକେ: ଜଳଶାୟିନ
* ଜଳମଧ୍ୟେ: ବରାହ
* ପର୍ବତେ: ରଘୁନନ୍ଦନ
* ଗମନେ: ବାମନ
* ସର୍ବକାର୍ଯ୍ୟେ: ମାଧବ
{{div col end}}
 
==ଆଧାର==
{{ଆଧାର|2}}
"https://or.wikipedia.org/wiki/ବିଷ୍ଣୁ"ରୁ ଅଣାଯାଇଅଛି