"ଲକ୍ଷ୍ମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୨ କ ଧାଡ଼ି:
 
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ ବୋଲି କେହି କେହି ମତ ଦିଅନ୍ତି । ତାଙ୍କୁ ପୂଜାକରିବା ଦ୍ଵାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ପ୍ରତ୍ୟେକ ହିନ୍ଦୁଘରେ [[ଗୁରୁବାର]] ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । [[ଓଡ଼ିଶା|ଓଡ଼ିଶାରେ]] [[ମାର୍ଗଶୀର|ମାର୍ଗଶିର ମାସ]] ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା [[ମାଣବସା ଗୁରୁବାର ଓଷା|ମାଣବସା ପୂଜା]] ନାମରେ ପ୍ରସିଦ୍ଧ । ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର [[କାମଦେବ]],ସେ ପ୍ରେମ ଶ୍ରଦ୍ଧାର ଦେବତା ı
==ସ୍ମୃତି==
ଲକ୍ଷ୍ମୀ ଐଶ୍ଵର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
 
'''ପଦ୍ମାଳୟା ପଦ୍ମକରଂ
ପଦ୍ମପତ୍ର ନିଭେକ୍ଷଣାମ୍
ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍ '''
 
==ଆହୁରି ଦେଖନ୍ତୁ==
"https://or.wikipedia.org/wiki/ଲକ୍ଷ୍ମୀ"ରୁ ଅଣାଯାଇଅଛି