"ଜୀବସାର କ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭ କ ଧାଡ଼ି:
* କାରୋଟୀନ ଗୁଡିକ ଯେପରିକି , ଆଲଫା କରୋଟିନ , ବିଟା କରୋଟିନ , ଗାମା କରୋଟିନ ଓ xanthophyll beta-cryptoxanthin ହିଁ ଭିଟାମିନର ଅବସ୍ଥା ରୂପେ ଶାକାହାରୀ ପ୍ରାଣୀଙ୍କ ଶରୀରରେ ଦେଖାଯାଏ । ପ୍ରକୃତରେ ମାଂସାହାରୀ ପ୍ରାଣୀମାନେ ଏହି କାରୋଟିନକୁ ରେଟିନାଲରେ ପରିବର୍ତ୍ତନ କରିବାରେ ଦୁର୍ବଳ ଅଟନ୍ତି ।
==ଇତିହାସ==
୧୯୦୬ରେ ଏହି ଜୀବସାର 'କ' ଆବିଷ୍କାର କରଯାଇଥିଲା । [[ପୃଷ୍ଟିସାର]] , [[ସ୍ନେହସାର]] ଓ [[ଶ୍ଵେତସାର]] ବ୍ୟତୀତ ଅନ୍ୟ କିଛି ଉପାଦାନ ମଧ୍ୟ ଆବଶ୍ୟକ ଥିଲା ଗୋରୁଗାଇ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ । ୧୯୧୭ ରେ ଏହି ଉପାଦାନ ସବୁ ସ୍ଵାଧୀନ ଭାବେ ଆବିଷ୍କାର କରିଥିଲେ : ଏଲମର ମ୍ୟାକ କୋଲୁମ (Elmer McCollum ) ୱି‌ସ୍‌କୋ‌ନ୍‌ସି‌ନ୍-ମାଡିସନ ବିଶ୍ୱବିଦ୍ୟାଳୟରେ ଓ ଲାଫାୟେତ୍ତେ ମେଣ୍ଡେଲ (Lafayette Mendel) , ଥୋମାସ ବର ଓସବୋର୍ଣ୍ଣ (Thomas Burr Osborne) ୟେଲ ବିଶ୍ଵବିଦ୍ୟାଳୟରେ । David Adriaan van Dorp ଓ Jozef Ferdinand Arens ନାମକ ଦୁଇଜଣ ଡଚ ରସାୟନବିତ୍.ଏହାକୁ ପ୍ରଥମେ କୃତ୍ରିମ ଭାବେ ବନେଇ ଥିଲେ ।
 
==ଦୈନିକ ଆବଶ୍ୟକତା==
==ଖାଦ୍ୟ ଉତ୍ସ==
"https://or.wikipedia.org/wiki/ଜୀବସାର_କ"ରୁ ଅଣାଯାଇଅଛି