"ଜୀବସାର କ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫ କ ଧାଡ଼ି:
'''ଜୀବସାର 'କ'''' ({{lang-en|Vitamin A}} : '''ଭିଟାମିନ ଏ''') ଆକ୍ଷିରେ ଥିବା ରେଟିନା ନିମନ୍ତେ ଅତ୍ୟାବଶ୍ୟକୀୟ ''ପୋଷକ'' ଅଟେ । ଏହା ଉଭୟ '''କମ୍ ଆଲୋକରେ ଦେଖିବା''' ପାଇଁ ଓ '''ବର୍ଣ୍ଣ ଚିହ୍ନିବା'''(ରଙ୍ଗ ଚିହ୍ନିବା) ପାଇଁ ଆବଶ୍ୟକୀୟ ଅଟେ ।<br/>ଜୀବ ଶରୀରରୁ ଜାତ ଖାଦ୍ୟରେ ଜୀବସାର 'କ' , [[ଇଷ୍ଟର]] ଅବସ୍ଥାରେ ମିଳେ ; ଯାହାକି ପରେ କ୍ଷୁଦ୍ରାନ୍ତରେ (small intestine) ରେଟିନୋଲରେ ବଦଳିଯାଏ । ରେଟିନୋଲ (Retinol) ରାସାୟନିକ ସଂରଚନା ଅନୁଯାୟୀ ଏକ [[ସୁରାସାର]] (Alcohol) ଅଟେ । ଏହି ରେଟିନୋଲ ଶରୀରରେ ସଞ୍ଚୟ ଅବସ୍ଥା ଅଟେ , ଯାହାକି ପରେ ''ଆ‌ଲ‌୍‌ଡିହା‌ଇ‌ଡ‌୍'' ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ : '''ରେଟିନାଲ''' ।
<br/>ସାଧାରଣତଃ ଖାଦ୍ୟ ପଦାର୍ଥରେ ଜୀବସାର 'କ' ଦୁଇ ପ୍ରକାର ଅବସ୍ଥାରେ ମିଳେ :
* [[ରେଟିନୋଲ]] :, ''ଭିଟାମିନ-ଏ''ର ଏକ ଅବସ୍ଥା ଯାହାକି ପ୍ରାଣୀ ଶରୀରରୁ ଜାତ ଖାଦ୍ୟ ପଦାର୍ଥରୁ ମିଳିଥାଏ ।
* କାରୋଟୀନ ଗୁଡିକ ଯେପରିକି , ଆଲଫା କରୋଟିନ , ବିଟା କରୋଟିନ , ଗାମା କରୋଟିନ ଓ xanthophyll beta-cryptoxanthin ହିଁ ଭିଟାମିନର ଅବସ୍ଥା ରୂପେ ଶାକାହାରୀ ପ୍ରାଣୀଙ୍କ ଶରୀରରେ ଦେଖାଯାଏ । ପ୍ରକୃତରେ ମାଂସାହାରୀ ପ୍ରାଣୀମାନେ ଏହି କାରୋଟିନକୁ ରେଟିନାଲରେ ପରିବର୍ତ୍ତନ କରିବାରେ ଦୁର୍ବଳ ଅଟନ୍ତି ।
*
==ଇତିହାସ==
==ଦୈନିକ ଆବଶ୍ୟକତା==
"https://or.wikipedia.org/wiki/ଜୀବସାର_କ"ରୁ ଅଣାଯାଇଅଛି