"ଜୀବସାର କ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Vitamin A}} {{ତିଆରି ଚାଲିଛି}} ଜୀବସାର 'କ' {{lang-en|Vitamin A}}" ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{ଛୋଟ|Vitamin A}}
{{ତିଆରି ଚାଲିଛି}}
[[file:Retinol 3D ball.png|thumb|ରେଟିନୋଲର ଜୈବିକ ସଂରଚନା]]
ଜୀବସାର 'କ' {{lang-en|Vitamin A}}
[[file:All-trans-Retinol2.svg|thumb|(2E,4E,6E,8E)-3,7-Dimethyl-9-(2,6,6-trimethyl-1-cyclohexen-1-yl)-2,4,6,8-nonatetraen-1-ol (Retinol)]]
'''ଜୀବସାର 'କ'''' ({{lang-en|Vitamin A}} : '''ଭିଟାମିନ ଏ''') ଆକ୍ଷିରେ ଥିବା ରେଟିନା ନିମନ୍ତେ ଅତ୍ୟାବଶ୍ୟକୀୟ ''ପୋଷକ'' ଅଟେ । ଏହା ଉଭୟ '''କମ୍ ଆଲୋକରେ ଦେଖିବା''' ପାଇଁ ଓ '''ବର୍ଣ୍ଣ ଚିହ୍ନିବା'''(ରଙ୍ଗ ଚିହ୍ନିବା) ପାଇଁ ଆବଶ୍ୟକୀୟ ଅଟେ ।<br/>ଜୀବ ଶରୀରରୁ ଜାତ ଖାଦ୍ୟରେ ଜୀବସାର 'କ' , [[ଇଷ୍ଟର]] ଅବସ୍ଥାରେ ମିଳେ ; ଯାହାକି ପରେ କ୍ଷୁଦ୍ରାନ୍ତରେ (small intestine) ରେଟିନୋଲରେ ବଦଳିଯାଏ । ରେଟିନୋଲ (Retinol) ରାସାୟନିକ ସଂରଚନା ଅନୁଯାୟୀ ଏକ [[ସୁରାସାର]] (Alcohol) ଅଟେ । ଏହି ରେଟିନୋଲ ଶରୀରରେ ସଞ୍ଚୟ ଅବସ୍ଥା ଅଟେ , ଯାହାକି ପରେ ''ଆ‌ଲ‌୍‌ଡିହା‌ଇ‌ଡ‌୍'' ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ : '''ରେଟିନାଲ''' ।
<br/>ସାଧାରଣତଃ ଖାଦ୍ୟ ପଦାର୍ଥରେ ଜୀବସାର 'କ' ଦୁଇ ପ୍ରକାର ଅବସ୍ଥାରେ ମିଳେ :
* [[ରେଟିନୋଲ]] : ''ଭିଟାମିନ-ଏ''ର ଏକ ଅବସ୍ଥା ଯାହାକି ପ୍ରାଣୀ ଶରୀରରୁ ଜାତ ଖାଦ୍ୟ ପଦାର୍ଥରୁ ମିଳିଥାଏ ।
*
"https://or.wikipedia.org/wiki/ଜୀବସାର_କ"ରୁ ଅଣାଯାଇଅଛି