"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବୟସ
୨୨ କ ଧାଡ଼ି:
 
== କର୍ମମୟ ଜୀବନ ତଥା କୃତ୍ୟ ଓ କୀର୍ତ୍ତି==
୧୮୮୦ ରେ ସେ କୁଆଁପାଳରୁ ମାଇନର ପାସ କରି [[କଟକ]] ଆସି ନବପ୍ରତିଷ୍ଠିତ ପ୍ୟାରିମୋହନ ଏକାଡେମୀରେ ନାମ ଲେଖାଇଥିଲେ । ୧୮୮୪ ରେ ମସିହାରେ ସେ ଏଣ୍ଟ୍ରାନ୍ସ ପାସ କଲେ ଏବଂ ୧୮୮୬ରେ ମଫସଲ ଅଞ୍ଚଳର ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ । [[ମଧୁସୂଦନ ରାଓ]]ଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ<ref>{{cite web |url= http://www.museindia.com/viewarticle.asp?myr=2006&issid=5&id=176 |title=Welcome to Muse India |first=Sachidananda |last= Mohanty|work=museindia.com |year=2012 |quote=the illustrious editor of Utkal Sahitya, Biswanath Kar |accessdate=27 September 2012}}</ref> <ref name="Mohanty2005">{{cite book|author=Sachidanandan Mohanty|title=Early Women's Writings in Orissa, 1898-1950: A Lost Tradition|url=http://books.google.com/books?id=WAicQsB1jkgC&pg=PA29|quote= |accessdate=27 September 2012|date=6 January 2005|publisher=SAGE Publications|isbn=978-0-7619-3308-3|pages=29–}}</ref> <ref name="SamalNayak1996">{{cite book|author1=J. K. Samal|author2=P. K. Nayak|author3=Pradip Kumar Nayak|title=Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century|url=http://books.google.com/books?id=3ewpJNpCLJgC&pg=PA83|quote=|accessdate=27 September 2012|date=1 January 1996|publisher=Abhinav Publications|isbn=978-81-7017-322-9|pages=83–}}</ref> ୧୮୯୭ରେ ପ୍ରକାଶ ପାଇଥିଲା । ହେଲେ ପତ୍ରିକା ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ଵତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ । ସେ ବହୁତ ଯାଗାରୁ ଧାର ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ [[କଟକ ]]ଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ ।
 
ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ । ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । [[ବିହାର]] ଓ [[ଓଡ଼ିଶା]]ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।
୨୮ କ ଧାଡ଼ି:
ମାତୃଭାଷା ଓ ଓଡିଆ ସାହିତ୍ୟର ଉନ୍ନତି ପାଇଁ ବିଶ୍ଵନାଥ କର ଆପ୍ରାଣ ଉଦ୍ୟମ କରିଥିଲେ. ଓଡିଆ ଭାଷାର ଶ୍ରୀବୃଦ୍ଧ୍ ପାଇଁ ତାଙ୍କ ନିଷ୍ଟାପର ଉଦ୍ୟମୋ ସାଧନା ଫଳରେ ୧୮୯୭ ମସିହାରେ ଉତ୍କଳ ସାହିତ୍ୟ ନାମକ ଏକ ପତ୍ରିକା ପ୍ରକାଶିତ ହେଲା ବିଶ୍ବନାଥଙ୍କ ସମ୍ପାଦନାରେ. ସେ ୧୯୦୦ ମସିହାରେ ଉତ୍କଳ ସାହିତ୍ୟ ପ୍ରେସ୍ ସ୍ଥାପନ କରି ଓଡିଆ ଭାଷାର ଉନ୍ନତି ପାଇଁ ନିଜର ଶିକ୍ଷକତା ବୃତିକୁ ତ୍ୟାଗ କଲେ. ଉତ୍କାଳାର ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିବାସହ ପୂର୍ଣ୍ଣାଙ୍ଗ ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ତାଙ୍କର ଉଦ୍ୟମ ଅବ୍ୟାହତ ରଖିଲେ.
-->
 
==ଟୀକା==
{{ଆଧାର}}