"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ବାଗ୍ମୀ ବିଶ୍ଵନାଥ କର ପ୍ରସଙ୍ଗର ତଥ୍ୟ
୨୪ କ ଧାଡ଼ି:
 
ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ । ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । [[ବିହାର]] ଓ [[ଓଡ଼ିଶା]]ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।
<!--ଉତ୍କଳ କଳା, ସଂସ୍କୃତି, ସାହିତ୍ୟ, ଐତିହ, ସ୍ଥାପତ୍ୟ ଓ ରାଜନୀତି କ୍ଷେତ୍ରରେ କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ. ଯେଉଁ ମହାମନୀଷୀମାନେ ବିରୁପା-ଗେଙ୍ଗୁଟି ଦ୍ଵୀପାଞ୍ଚଳରେ ଜନ୍ମ ଗ୍ରହଣ କରି ଓଡିଶାର ସାରସ୍ଵତ ଭଣ୍ଡାରକୁ ଋଦ୍ଧମନ୍ତ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ବାଗ୍ମୀ ବିଶ୍ଵନାଥ କର ଥିଲେ ଅଗ୍ରଗଣ୍ୟ. ଅନ୍ୟମାନେ ଥିଲେ ଗଣକବି ବୈଷ୍ଣବ ପାଣି, ପଲ୍ଲୀକବି ନନ୍ଦ କିଶୋର ବଳ, ଶୀଳପୀ ବିମ୍ବାଧର ବର୍ମା ଓ ନାଟ୍ୟକାର ଜଗନ ମୋହନ ଲାଲ. ଓଡିଆ ଗଦ୍ୟ ସାହିତ୍ୟର ପଥ ପଦର୍ଶକ, ସଂସ୍କାରକ, ଶ୍ରେଷ୍ଟ ସମାଲୋଚକ, ଦକ୍ଷ ସଂଗଠକ, ତରୁଣ ଲେଖକ ଲେଖିକାଙ୍କ ପ୍ରେରଣାର ଉତ୍ସ ଓ ଦିଗଦର୍ଶକ ଥିଲେ ବିଶ୍ଵନାଥ କର.
ମାତୃଭାଷା ଓ ଓଡିଆ ସାହିତ୍ୟର ଉନ୍ନତି ପାଇଁ ବିଶ୍ଵନାଥ କର ଆପ୍ରାଣ ଉଦ୍ୟମ କରିଥିଲେ. ଓଡିଆ ଭାଷାର ଶ୍ରୀବୃଦ୍ଧ୍ ପାଇଁ ତାଙ୍କ ନିଷ୍ଟାପର ଉଦ୍ୟମୋ ସାଧନା ଫଳରେ ୧୮୯୭ ମସିହାରେ ଉତ୍କଳ ସାହିତ୍ୟ ନାମକ ଏକ ପତ୍ରିକା ପ୍ରକାଶିତ ହେଲା ବିଶ୍ବନାଥଙ୍କ ସମ୍ପାଦନାରେ. ସେ ୧୯୦୦ ମସିହାରେ ଉତ୍କଳ ସାହିତ୍ୟ ପ୍ରେସ୍ ସ୍ଥାପନ କରି ଓଡିଆ ଭାଷାର ଉନ୍ନତି ପାଇଁ ନିଜର ଶିକ୍ଷକତା ବୃତିକୁ ତ୍ୟାଗ କଲେ. ଉତ୍କାଳାର ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିବାସହ ପୂର୍ଣ୍ଣାଙ୍ଗ ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ତାଙ୍କର ଉଦ୍ୟମ ଅବ୍ୟାହତ ରଖିଲେ.
-->
==ଟୀକା==
{{ଆଧାର}}