"ଫୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} {{pp-semi-indef}}{{pp-move-indef}} [[Image:Flower poster 2.jpg|thumb|upright=1.5|A..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୧୩ କ ଧାଡ଼ି:
==ପୌରାଣିକ==
ଅଗସ୍ତ୍ୟମୁନି ଫୁଲର ପ୍ରକାର ଭେଦ ସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି । ଜଗତରେ ୩୮ ହଜାର କୋଟି ପ୍ରକାରର ଫୁଲ ଅଛି । ସେଥିରୁ ଦେବତା ମାନେ ତାଙ୍କ ପାଇଁ ୨୦ହଜାର କୋଟି ରଖିଲେ । ସିଦ୍ଧମାନେ ତାଙ୍କ ବ୍ୟବହାର ପାଇଁ ରଖିଲେ ୧୧ହଜାର କୋଟି । ଅବଶିଷ୍ଟ ୫ ହଜାର କୋଟି ଔଷଧୀୟ ଉଦ୍ଦେଶ୍ୟରେ ରଖାଗଲା । ଅସୁରମାନେ ସେମାନଙ୍କର ବ୍ୟବହାର ପାଇଁ ୧ହଜାର କୋଟି ଲୁଟି ନେଲେ । ମାନବଗଣ ଅବଶିଷ୍ଟ ମାତ୍ର ୧ହଜାର କୋଟି ବିଷୟରେ ସଚେତନ ରହିଲେ । ତଥାପି ଏତେ ପ୍ରକାରର ଫୁଲ ବିଷୟରେ ମାନବର ପୂର୍ଣ୍ଣ ଜ୍ଞାନ ନାହିଁ ।
ପୁଷ୍ପମାନଙ୍କ ମଧ୍ୟରେ ପ୍ରାକ୍ ପୁଷ୍ପ ବା ବହୁପୂର୍ବରୁ ଉଲ୍ଲିଖିତ ପୁଷ୍ପ ହେଉଛି ପଦ୍ମ । ବୈଜ୍ଞାନିକ ମାନେ ଏକମତ ଯେ ମୌଳିକ ଭାବରେ ଏହି ଜାତିର ଅନ୍ୟ ପୁଷ୍ପ ମାନଙ୍କର ଉଦ୍ଭବ । ଅନ୍ୟ ପୁଷ୍ପ ମାନେ ସୃଷ୍ଟି ହେବାରୁ ସେମାନଙ୍କର ଅଙ୍ଗବିଶେଷ ଓ ଆକାର କମିବାକୁ ଲାଗିଲା ।<ref>ଦିବ୍ୟ ଭାସ୍କର ତା ୨୭-୦୯- ୧୨ ପୃଷ୍ଠା ୧୨</ref><ref>http://www.scribd.com/doc/76026431/Puranic-Encyclopedia-Vettam-Many</ref>
 
==ବିଭିନ୍ନ ପ୍ରକାର ଫୁଲ==
==ଆଧାର==
"https://or.wikipedia.org/wiki/ଫୁଲ"ରୁ ଅଣାଯାଇଅଛି