"ଦଶମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଇଂରାଜୀ ଠିକଣା
୧ କ ଧାଡ଼ି:
{{ଛୋଟ|Dashami}}
{{See also|ତିଥି}}
'ଦଶମୀ' ଚନ୍ଦ୍ରପକ୍ଷର ଦଶମ ଦିବସ - ଚନ୍ଦ୍ରର ଦଶମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ନବମୀ]]ର ପରବର୍ତ୍ତୀ ଓ [[ଏକାଦଶୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ଦଶମୀକୁ କୃଷ୍ଣା ଦଶମୀ ଓ ଶୁକ୍ଳ ପକ୍ଷର ଦଶମୀକୁ ଶୁକ୍ଳା ଦଶମୀ କୁହାଯାଇଥାଏ ୤
 
Line ୮ ⟶ ୧୦:
* [[ଆଷାଢ଼]] ଶୁକ୍ଳପକ୍ଷ ଦଶମୀ: ବାହୁଡ଼ା ଦଶମୀ (ଏ ଦିନ [[ଜଗନ୍ନାଥ|ଶ୍ରୀଜଗନ୍ନାଥ]] ମହାପ୍ରଭୁ ରଥରେ [[ଗୁଣ୍ଡିଚା ମନ୍ଦିର|ଗୁଣ୍ଡିଚା ଘରୁ]] [[ଜଗନ୍ନାଥ ମନ୍ଦିର|ବଡ଼ ଦେଉଳ]]କୁ ଫେରନ୍ତି ୤)
* [[ଜ୍ୟୈଷ୍ଠ]] ଶୁକ୍ଳପକ୍ଷ ଦଶମୀ: ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାଙ୍କ ଜନ୍ମଦିବସ ଅର୍ଥାତ୍ ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ ୤ ଏ ଦିନ ଗଙ୍ଗାସ୍ନାନ ବିଶେଷ ପାପନାଶକ ୤)
==ଆଧାର==
 
{{ଆଧାର}}
{{ପକ୍ଷ}}
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ମୁଣ୍ଡିଆ}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖାପ୍ରସଙ୍ଗ-->
[[en:Dashami]]
"https://or.wikipedia.org/wiki/ଦଶମୀ"ରୁ ଅଣାଯାଇଅଛି