"ଷଷ୍ଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଇଂରାଜୀ ଠିକଣା
୧ କ ଧାଡ଼ି:
{{ଛୋଟ|Shashti}}
==ଷଷ୍ଠୀ==
{{See also|ତିଥି}}
'ଷଷ୍ଠୀ' ଚନ୍ଦ୍ରପକ୍ଷର ଷଷ୍ଠ ଦିବସ - ଚନ୍ଦ୍ରର ଷଷ୍ଠ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ପଞ୍ଚମୀ]]ର ପରବର୍ତ୍ତୀ ଓ [[ସପ୍ତମୀ]]ର ପୂର୍ବବର୍ତ୍ତୀ [[ତିଥି]]୤ କୃଷ୍ଣପକ୍ଷର ଷଷ୍ଠୀକୁ କୃଷ୍ଣା ଷଷ୍ଠୀ ଓ ଶୁକ୍ଳପକ୍ଷର ଷଷ୍ଠୀକୁ ଶୁକ୍ଳା ଷଷ୍ଠୀ କୁହାଯାଇଥାଏ ୤
 
* [[ବୈଶାଖ]] ଶୁକ୍ଳ ଷଷ୍ଠୀ: ଚାନ୍ଦନୀ ଷଷ୍ଠୀ ୤
* [[ଜ୍ୟୈଷ୍ଠ]] ଶୁକ୍ଳ ଷଷ୍ଠୀ: ଶୀତଳଆରଣ୍ୟ ଷଷ୍ଠୀ/
: ଆରଣ୍ୟ[[ଶୀତଳ ଷଷ୍ଠୀ-]]: [[ଶିବ]]ପାର୍ବତୀଙ୍କ ଓ [[ପାର୍ବତୀ]] ଙ୍କ ବିବାହ ଉତ୍ସବ ୤
* [[ଆଷାଢ଼]] ଶୁକ୍ଳ ଷଷ୍ଠୀ: କାର୍ଦ୍ଦମୀ ଷଷ୍ଠୀ ୤
* [[ଶ୍ରାବଣ]] ଷଷ୍ଠୀ: ଲୁଣ୍ଠନା ଷଷ୍ଠୀ ୤
* [[ଭାଦ୍ରବ]] ଶୁକ୍ଳ ଷଷ୍ଠୀ: ମନ୍ଥନ ଷଷ୍ଠୀ/ ଚପେଟା ଷଷ୍ଠୀ- ଷଷ୍ଠୀ ଦେବୀଙ୍କପୂଜା ୤
* [[ଆଶ୍ୱିନ]] କୃଷ୍ଣ ଷଷ୍ଠୀ: ଘାଟ ଷଷ୍ଠୀ – ଗଜ ପୂଜା ୤
* [[ଆଶ୍ୱିନ]] ଶୁକ୍ଳ ଷଷ୍ଠୀ: ଦୂର୍ଗା ଷଷ୍ଠୀ – ଦୂର୍ଗାଙ୍କର ଶାରଦୀୟା ମହାପୂଜାର ଅଧିବାସ ୤
* [[କାର୍ତ୍ତିକ]] ଶୁକ୍ଳ ଷଷ୍ଠୀ: ନାଡ଼ୀ ଷଷ୍ଠୀ – ସ୍କନ୍ଦ ପୂଜା ୤
* [[ମାର୍ଗଶୀର]] ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ପ୍ରାବରଣ ଷଷ୍ଠୀ/ ଓଢ଼ଣ ଷଷ୍ଠୀ/ ଗୁହ ଷଷ୍ଠୀ ୤
: ଏହି ଦିନଠାରୁ [[ଶ୍ରୀମନ୍ଦିର]]ରେ ଘୋଡ଼ ବା ଶୀତବସ୍ତ୍ର ଲାଗି ଆରମ୍ଭ ହୁଏ ।
* [[ପୌଷ]] ଶୁକ୍ଳ ଷଷ୍ଠୀ: ଅନ୍ନ ଷଷ୍ଠୀ – ଲକ୍ଷ୍ମୀ ପୂଜା ୤
* [[ମାଘ]] ଶୁକ୍ଳ ଷଷ୍ଠୀ: ଶୀତଳା ଷଷ୍ଠୀ ୤
* [[ଚୈତ୍ର]] ଶୁକ୍ଳ ଷଷ୍ଠୀ: ଅଶୋକ ଷଷ୍ଠୀ/ ବାସନ୍ତୀ ଷଷ୍ଠୀ/ ସ୍କନ୍ଦ ଷଷ୍ଠୀ – [[କାର୍ତ୍ତିକେୟ]] ପୂଜା ଓ ଉପବାସ ୤
 
==ଆଧାର==
{{ଆଧାର}}
{{ପକ୍ଷ}}
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ମୁଣ୍ଡିଆ}}
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖାପ୍ରସଙ୍ଗ-->
[[en:Shashti]]
[[pt:Shashti]]
"https://or.wikipedia.org/wiki/ଷଷ୍ଠୀ"ରୁ ଅଣାଯାଇଅଛି