"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୩ କ ଧାଡ଼ି:
# କୋଣ୍ଡାଲାଇଟ୍ (Konda।ite) ଏହା ବାକି ଜାଗାରେ ଉପଯୋଗ କରାଯାଇଥିଲା ।
ଏହାଛଡ଼ା ଏହି ମନ୍ଦିରଟି ବୈଜ୍ଞାନିକ ପ୍ରଣାଳୀରେ ସଶକ୍ତ କରାଯାଇଥିବା ଅକ୍ସିଡାଇଜଡ ଫେରୁଜିନସ ସ୍ୟାଣ୍ଡଷ୍ଟୋନ (oxidized and weathered ferruginous sandstone)ଦ୍ୱାରା ନିର୍ମିତ।
==ଗଠନ କାଳ==
କୋଣାର୍କ ମନ୍ଦିର କ୍ଷେତ୍ରରେ ଗଠନ କାଳର ସୁନିର୍ଦ୍ଧିଷ୍ଟ ଭୂମିକା ରହିଛି । କାରଣ କୋଣାର୍କ ହିନ୍ଦୁ ମନ୍ଦିର ସ୍ଥାପତ୍ୟର ଶେଷ ନିର୍ଯ୍ୟାସ ଏବଂ ଉଚ୍ଚତମ ବିନ୍ଦୁ । ଷ୍ଟାର୍ଲିଂଙ୍କ ମତ ୧୨୪୧ ଖ୍ରୀ.ଅ । [[ଆବୁଫଜଲ]], [[ଫର୍ଗୁସନ]] ଓ ରାଜେନ୍ଦ୍ରଲାଲଙ୍କ ମତ ନବମ ଶତାବ୍ଦୀ । ହଣ୍ଟରଙ୍କ ମତ ୧୨୩୬ ଠାରୁ ୧୨୮୧ ଖ୍ରୀ.ଅ ।
 
==ସ୍ଥାପତ୍ୟ==
[[File:Naata Mandir.jpg|right|250px|thumb|ନାଟ ମନ୍ଦିର]]