"କ୍ୟାପିଟାଲ ହାଇସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବିଶେଷତ୍ଵ
ବନାନ
୨୭ କ ଧାଡ଼ି:
 
== ବିଶେଷତ୍ଵ ==
ଏହି ବିଦ୍ୟାଳୟଟି, ଭୁବନେଶ୍ଵରର ଅନ୍ୟତମ ପୁରାତନ ବିଦ୍ୟାଳୟ । ସ୍ଵାଧୀନତା ପରବର୍ତୀ ସମୟରେ ଏହି ବିଦ୍ୟାଳୟଟି ଭୁବନେଶ୍ଵରରେ ଶିକ୍ଷାବ୍ୟବସ୍ଥାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସିଛି । ଏଠାରେ [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୦୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟ ସହ ସଂଶ୍ଳିଷ୍ଠ ରହିଛି "ଠକ୍କର ବାପା ଆଦିବାସୀ ଛାତ୍ରାବାସ" । ଏଠାରେ ପ୍ରାୟ ୧୦୦ ଜଣ ଅନ୍ତେବାସୀ ରହି କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷାଗ୍ରହଣ କରନ୍ତି । <ref name="Mishra2011">{{cite book|author=Bijoya Mishra|title=Higher Education of SC/ST Girls in Orissa: A Study of Participation and Attainment|url=http://books.google.com/books?id=JxzeUS95pJIC&pg=PA132|accessdate=24 September 2012|year=2011|publisher=Gyan Publishing House|isbn=978-81-212-1133-8|pages=132–}}</ref> ଏହି ବିଦ୍ୟାଳୟର ବିରାଟ ଖେଳ ପଡିଆରେ ବିଭିନ୍ନ ପ୍ରକାର କ୍ରିଡାରକ୍ରୀଡାର ସୁବିଧା ରହିଛି । ବିଦ୍ୟାଳୟ ପରିସରରେ ଥିବା ବୃହତ ପ୍ରାଥନା ଗୃହଟିରେ ବିଭିନ୍ନ ପ୍ରକାରର ଆଞ୍ଚଳିକ ତଥା ରାଜ୍ଯସ୍ଥରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।
 
== ଇତିହାସ ==