"କାର୍ତ୍ତିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଂଶୋଧନ
ମହତ୍ଵ
୫ କ ଧାଡ଼ି:
* ଏହାର ପୂର୍ବବର୍ତ୍ତୀ ମାସ [[ଆଶ୍ୱିନ]] ଓ ପରବର୍ତ୍ତୀ ମାସ [[ମାର୍ଗଶୀର]] ।
* ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ ।
==ମହତ୍ଵ==
 
ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ନାରଦୀୟ ପୁରାଣ ବର୍ଣ୍ଣିତ ।
ଏହା ଧର୍ମ ମାସ ହୋଇଥିବାରୁ ଗାଁ ରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ଭଲ ଭାବରେ ପାଳନ କରନ୍ତି । ମାସଟି ପାଳି ନ ପାରିଲେ [[ପଞ୍ଚୁକ]] ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ , ବୋଇତ ବନ୍ଦାଣ , ରାଧା ଦାମୋଦର ପୂଜା ,ବଡ଼ଓଷା , ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି ।
== ଆଧାର ==
{{ଆଧାର}}