"ଲିଓନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Modifying ar:ليون
ଟିକେ r2.7.3) (Robot: Adding az:Lion; ପ୍ରସାଧନ ବଦଳ
୮ କ ଧାଡ଼ି:
|flag legend =City flag
|coat of arms legend =City coat of arms
|city motto= ''Avant, avant, Lion le melhor.''<br />([[Franco-Provençal language|Franco-Provençal]]: Forward, forward, Lyon the best)
|image =Lyon paysages.jpg
|image size =270px
୪୦ କ ଧାଡ଼ି:
|metro area pop =2,118,132
|metro area pop date =2008
|intercom details =[[Urban Community of Lyon|Urban Community <br />of Lyon]]
|website =[http://www.lyon.fr/ lyon.fr]
}}
 
'''ଲିଓନ''' ହେଉଛି ଏକ ପ୍ରାଚୀନ ତଥା ଐତିହାସିକ ସହର।ପୂର୍ବ କେନ୍ଦ୍ରୀୟ [[ଫ୍ରାନ୍ସ]]ର [[ରୋନ]]-[[ଆଲପସ]] ଅଞ୍ଚଳ ଅନ୍ତର୍ଗତ [[ପ୍ୟାରିସ ]] ଓ [[ମର୍ଶାଇଲ]] ମଧ୍ୟରେ ଏହା ଅବସ୍ତିତ।[[ପ୍ୟାରିସ]]ଠାରୁ ଏହାର ଦୂରତା ୪୭୦କିମି ଓ [[ମର୍ଶାଇଲ]] ଠାରୁ ୩୨୦କି.ମି। ଲିଓନ ହେଉଛି ରୋନ୍ ଅଞ୍ଚଳ ତଥା ରୋନ୍ ଅଞ୍ଚଳର ରାଜଧାନୀ ।ଅଷ୍ଟାଦଶ ଓ ଊନ୍ନବିଂଶ ଶତାବ୍ଦୀରେ ଏଠାରେ ଆଧୁନିକ ସହରର ମୂଳଦୁଆ ପଡିଥିଲା।ପରେ ଲୋକସଂଖ୍ୟା ବୃଦ୍ଧି ଓ ସହରର ବିକାଶ ଘଟି ତାହା [[ଫ୍ରାନ୍ସ]]ର ଦ୍ଵିତୀୟ ସର୍ବ ବୃହତ ସହରର ମାନ୍ୟତା ଲାଭ ପାଇଥିଲା।
== ଇତିହାସ ==
ଲିଓନ ସହରର ଇତିହାସ ଅତି ପୁରୁଣା।ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ରୋମାନ ମାନେ ଏହି ସହର ପ୍ରତିଷ୍ଠା କରିଥିଲେ।ଦୁଇଟି ପାହଡ଼ ଯଥା ପୂର୍ବରେ ଫୌରଭିଅର ଏବଂ ପଶ୍ଚିମରେ କ୍ରକ୍ସରୌସ ଏବଂ ଦୁଇଟି ନଦୀ ଯଥା ରୋନ୍ ଓ ସାଓନ୍ ଙ୍କ ସଙ୍ଗମ ସ୍ଥଳକୁ ନେଇ ଏହି ସହର ଗଢି଼ ଉଠିଛି।
ଏକଦା ରେଶମ ଲୁଗା ପାଇଁ ଲିଓନ ପ୍ରସିଦ୍ଧି ଲାଭ କରିଥିଲା।ସେ ଭଳି ସିନେମା ଇତିହାସରେ ମଧ୍ୟ ଏହା ବେଶ ପରିଚିତ।ଏଠାରେ ଅଗଷ୍ଟ ଓ ଲୁଇସ ଲୁମିୟର ସିନେମାଟୋଗ୍ରାଫ (ଚଳଚ୍ଚିତ୍ର ବିଦ୍ୟା) ଉଦ୍ଭାବନ କରିଥିଲେ।ତା ଛଡା ପ୍ରତି ବର୍ଷ ଡିସେମ୍ବର ୮ରେ ଏଠାରେ ପାଳିତ ହୁଏ ଆଲୋକ ଉତ୍ସବ '''[[ଫେଟ୍ ଡେସ୍ ଲୁମିୟର୍ସ]]'''।୪ ଦିନ ଧରି ଏହି ଉତ୍ସବ ପାଳନ୍ କରାଯାଏ।ତେଣୁ ଏହାକୁ '''ଆଲୋକର ରାଜଧାନୀ '''ବୋଲି ସମ୍ବୋଧନ କରାଯାଏ।
 
ଲୋକକଥା ଅନୁଯାୟୀ [[ମ୍ୟାରୀ ]] ଏହି ସହରକୁ ଅତୀତରେ ପ୍ଲେଗରୁ ରକ୍ଷା କରିଥିଲେ।ତେଣୁ ତାଙ୍କ ସମ୍ମାନାର୍ଥେ ସହରର ବିଭିନ୍ନ ସ୍ଥାନରେ [[ମ୍ୟାରୀ]]ଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଥିଲା।ସ୍ଥାନୀୟ ଫୁଟବଲ ଦଳ ଅଲିମ୍ପିକ ଲିଓନାଇସ ୟୋରୋପୀୟ ଫୁଟବଲ ଚାମ୍ପିଆନଶିପରେ ଭାଗନେଇ ଏହି ସହରକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରେଇପାରିଥିଲେ।
 
ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ଏହି ସହର ବେଶ ସୁଦୃଢ଼।ସବୁଠାରୁ ବଡ କଥା ହେଉଛି ଏଠାରେ ଇଣ୍ଟରପୋଲ ଓ ୟୁରୋନ୍ୟୁଜର ମୂଖ୍ୟାଳୟ ରହିଥିବା ବେଳେ '''ଇଣ୍ଟରନ୍ୟାଶନାଲ ଏଜେନ୍ସୀ ଫର ରିସର୍ଚ ଅନ୍ କ୍ୟାନସର''' ମଧ୍ୟ ରହିଛି।
 
== ଆଧାର ==
{{ଆଧାର}}
== ବାହାର ଆଧାର ==
* http://en.wikipedia.org/wiki/Lyon
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
୬୩ କ ଧାଡ଼ି:
[[ar:ليون]]
[[ast:Lyon]]
[[az:Lion]]
[[bar:Lyon]]
[[be:Горад Ліён]]
"https://or.wikipedia.org/wiki/ଲିଓନ"ରୁ ଅଣାଯାଇଅଛି