"ଜ୍ୟୋତିର୍ଲିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ
ବାହାର ତଥ୍ୟ
୧୬ କ ଧାଡ଼ି:
{{location map~|India|label='''ଘୃଷ୍ଣେଶ୍ଵର'''|mark=Green_pog.svg|position=right|lat=20.024722|long=75.169444}}
}}
ବ୍ରହ୍ମା-ବିଷ୍ଣୁ-ମହେଶ୍ଵରଙ୍କୁ ହିନ୍ଦୁଧର୍ମ ବିଶ୍ଵାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ଵର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର.. ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ଵରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ଵରୂପ ଶିବ ହେଉଛନ୍ତି ମହାକାଳେଶ୍ଵର ।
 
୧୨୩ କ ଧାଡ଼ି:
==ଆଧାର==
{{ଆଧାର}}
==ବାହାର ତଥ୍ୟ==
 
{{commonscat|Jyotirlingas}}
*[http://www.jyotirlingas.com/ About Jyotirlingas and Other Shiva temples]
*[http://www.bhimsankarjyotirling.com/ About Bhimasankar Jyotirlinga]
*[http://www.babadham.net/ Baidyanath Dham Deoghar]
*[http://dilipkumar.in/travel/piligrim/jyotirlingas/index.php Details of 12 Jyotirlingas]
*[http://www.shreemaa.org/drupal/node/928 Learn about the Jyotirlingams]
*[http://www.12jyotirlinga.com The 12 Jyotirlingas with the story Lord Shiva]
*[http://www.hinduismtoday.com/archives/1989/12/1989-12-02.shtml]
*[http://www.muktigupteshwar.org]
*[http://maps.google.com/maps/ms?msa=0&msid=201323388399024282733.0004b960aacbe8febbaeb Jyotirlingas on Google Maps]
*[http://g.co/maps/3f69u Shortest round trip to all Jyothirlingas]
[[ଶ୍ରେଣୀ:ହିନ୍ଦୁ ଧର୍ମ]]