"ଜୟଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Jayadeva}}
'ଜୟଦେବ ନାମକ ଓଡ଼ିଆ କଥାଚିତ୍ର ପାଇଁ [[ଜୟଦେବ (ଚଳଚ୍ଚିତ୍ର)]] ଓ [[ଜୟଦେବ (ଚଳଚ୍ଚିତ୍ର-୧୯୮୭)]] ପୃଷ୍ଠାଦୁଇଟି ଦେଖନ୍ତୁ ।''
{{Infobox person
| name = ଜୟଦେବ
୧୬ କ ଧାଡ଼ି:
| occupation = ପୌରାଣିକ କବି
}}
'''ଜୟଦେବ''', ୧୨୦୦ ଖ୍ରୀ.ରେ [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲ୍ଲା]]ର ପ୍ରାଚୀ ନଦୀ କୂଳରେ ଥିବା [[କେନ୍ଦୁଲି ଶାସନ]]ରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି ଥିଲେ । ସେ ତାହାଙ୍କର ଭକ୍ତି କବିତାବଳୀ ''[[ଗୀତ ଗୋବିନ୍ଦ]]'' ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ [[ହରି]] ଓ [[ରାଧା]]ଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ତିରେଥିରେ ସେ ରାଧାଙ୍କୁ ହରିଙ୍କ ଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ [[ହିନ୍ଦୁ ଧର୍ମ]]ର ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।<ref>[http://www.britannica.com/eb/article-9043454/Jayadeva Jayadev at britannica.com]</ref> ଗବେଷକଙ୍କ ମତରେ ସେ ଜଣେ ସହଜଯାନ [[ଓଡ଼ିଆ ଲୋକ|ଓଡ଼ିଆ]] [[ବୌଦ୍ଧ ବାଦ|ବୌଦ୍ଧ]]ରେ ଜନ୍ମ ନେଇଥିଲେ ।<ref>[http://thenewssyndicate.com/store/ Sri Jaya Debanka Baaisi Pahacha, Page No. 6]</ref>
 
 
୨୩ କ ଧାଡ଼ି:
 
[[ଫାଇଲ:Radha and Krishna in Discussion.jpg|thumb|330px|right|ଜୟଦେବଙ୍କ [[ଗୀତଗୋବିନ୍ଦ]]ରେ ବର୍ଣ୍ଣନା ବାସୋହଲି ଛବିରେ (୧୭୩୦ ଖ୍ରୀଷ୍ଟାବ୍ଦ) <!--Basohli painting (circa 1730 AD)-->]]
ଜୟଦେବ [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲ୍ଲା]]ର [[ପ୍ରାଚୀ ନଦୀ]] କୂଳରେ ଥିବା [[କେନ୍ଦୁଲି ଶାସନ]]ରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାଆଁନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାଆଁନାମ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା [[କୋଣାର୍କ]] ନିକଟରେ ଥିବା "କୂର୍ମପଟକ" ଠାରେ ହୋଇଥିଲା ।
{{clear}}
[[ଫାଇଲ:Westindischer Maler um 1550 001.jpg|thumb| [[ଗୀତ ଗୋବିନ୍ଦ]]ର ପାଣ୍ଡୁଲିପି
"https://or.wikipedia.org/wiki/ଜୟଦେବ"ରୁ ଅଣାଯାଇଅଛି