"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଛପା ଲଗାଗଲା
ଟିକେ ସଜାଣି
୧ କ ଧାଡ଼ି:
{{prettyurl|Betel}}
[[File:Betel 20020400 6.jpg|thumb|ପାନ ପତ୍ର]]
ପାନ ଶବ୍ଦର ଅନ୍ୟାନ୍ୟ ଆଭିଧାନିକ ଅର୍ଥଗୁଡ଼ିକ ହେଲା, ପାନୀୟ, ପିଇବା, ଔଷଧାଦିର ମାତ୍ରା ବିଶେଷ।
 
ଏହି ପ୍ରସଂଗଟି ପାନ ନାମକ ଲତାର ବାବଦରେ। ଏହି ଲତାର ପତ୍ର ତଥା ଅନ୍ୟାନ୍ୟ ମସଲାରୁ ପ୍ରସ୍ତୁତ ମୁଖଶୋଧକ ଖିଲି ବା ଖିଲ ପାଇଁ [[ଖିଲିପାନ]] ଦେଖନ୍ତୁ।
{{prettyurlଛୋଟ|Betel}}
 
{{taxobox
|image = Piper betle plant.jpg
|regnum = [[Plant]]ae
|unranked_divisio = [[Angiosperm]]aeAngiospermae
|unranked_classis = [[Magnoliids|Magnoliidae]]
|ordo = [[Piperales]]
|familia = [[Piperaceae]]
|genus = ''[[Piper (genus)|Piper]]''
|species = '''''P. betle'''''
|binomial = ''Piper betle''
|binomial_authority = [[Carolus Linnaeus|L.]]
|}}
 
==ପାନର ବଂଶ ପରମ୍ପରା==
[[File:Betel 20020400 6.jpg|thumb|ପାନ ପତ୍ର]]
ପାନ ଶବ୍ଦର ଅନ୍ୟାନ୍ୟ ଆଭିଧାନିକ ଅର୍ଥଗୁଡ଼ିକ ହେଲା, ପାନୀୟ, ପିଇବା, ଔଷଧାଦିର ମାତ୍ରା ବିଶେଷ।ବିଶେଷ
 
<!--==ପାନର ବଂଶ ପରମ୍ପରା==
{| class="wikitable"
|-
୨୮ କ ଧାଡ଼ି:
|ଉଦ୍ଭିଦିକ ନାମ(Botanical Name)|| ପାଇପର ବିଟଲେ
|-
|}-->
==ବିଭିନ୍ନ ନାମ==
ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ୟଲତା, ସପ୍ତଲତା, ଓ ନାଗବଲ୍ଲୀ ବୋଲି କୁହା ଯାଇଥାଏ। ନାଗବଲ୍ଲୀ ରସ ପାନ କରି ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି। ତେଣୁ ଏହାକୁ ପ୍ରାଣ ବୋଲି କୁହାଯାଉଥିଲା। କାଳକ୍ରମେ ଏହା ଅପଭ୍ରଂଶ ହୋଇ ପାନ ନାମରେ ବିଦିତ ହୋଇଛି।
* ଓଡ଼ିଆ, ବଙ୍ଗଳା, ଅସମୀୟା, ହିନ୍ଦୀ, ଗୁଜରାଟୀ ଓ ପଞ୍ଜାବୀ ଭାଷା – ପାନ
* ମରାଠୀ – ନାଗବଲ୍ଲୀ
* ତାମିଲ୍- ଭେଟିଲଇ
* କନ୍ନଡ଼ – ଭିଲ୍ୟାଡ଼ା ଏଲେ
* ତେଲୁଗୁ – ତମାଳପାକୁ
* ମାଲାୟଲମ୍ – ଭେଟିଲା କୋଡ଼ି
== ପାନର ଇତିହାସ==
ପାନର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ, ଖ୍ରୀଷ୍ଟପୂର୍ବ ୩୪୦ରେ ହୋଇଥିଲା। ଗ୍ରୀକ୍ ଐତିହାସିକ ହେରୋଡଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ତାଙ୍କ ହିସାବରେ ପାନର ଜନ୍ମ ମାଳୟ। କିନ୍ତୁ ମହାଭାରତ ଯୁଗ (ଖ୍ରୀ.ପୂ. ୮୦୦ ରୁ ୩୫୦ ଅବ୍ଦ)ରେ ପାନ ମୁଖବାସ ରୂପେ ବ୍ୟବହାର ହେଉଥିବାର ସୂଚନା ରହିଛି।</br>
ଏହାଛଡ଼ା [[ଜୟପୁର]], ([[କୋରାପୁଟ|ଜୟପୁର]]) ଧାନର ଜନ୍ମସ୍ଥାନ ପରି [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]ର [[ହିଞ୍ଜିଳିକାଟୁ]] ପାନର ଉତ୍ପତ୍ତି ସ୍ଥଳ ବୋଲି ଉଦ୍ଭିଦବିତ୍ ମାନେ ମତ ପୋଷଣ କରିଥାନ୍ତି।
==ପାନ ଗଛ==
ପାନ ଏକ ଗ୍ରୀଷ୍ମ ମଣ୍ଡଳୀୟ ବହୁ ବର୍ଷୀୟ (୧୦-୫୦), ପୃଥକ୍ ଲିଙ୍ଗୀ ବା ଏକ ଲିଙ୍ଗୀ, ଚିର ହରିତ୍, କୋମଳ (ମାଂସଳ) ଆରୋହୀ ଲତା ବିଶେଷ।। ପ୍ରତିଟି ଗଣ୍ଠି(ଆଖି)ରୁ ଅଠାଯୁକ୍ତ ଆସ୍ଥାନିକ ଚେର (ଚେର ପରି ଏକ ପ୍ରକାରର ଡେମ୍ଫ) ବାହାରେ ଯାହା ରଞ୍ଜା ସାହାଯ୍ୟରେ ବା କୌଣସି ଆଧାରକୁ ଜାବୁଡ଼ି ଧରି ମାଡ଼ିଥାଏ। ପ୍ରତି ଗଣ୍ଠିରେ ଗୋଟିଏ ପତ୍ର ଓ ଗୋଟିଏ ଆସ୍ଥାନିକ ଚେର ରହିଥାଏ। ପାନର ପତ୍ର ହୃଦୟ ଆକାରର। ପତ୍ର ଗୁଡ଼ିକ ପରସ୍ପର ବିପରୀତ ଦିଗର ମାଡିଥାଏ। ପାନ ଫୁଲ ନେନ୍ଥା ଉପକର୍ଣ୍ଣ ଘେରରେ ରହିଥାଏ। ଏହି ନେନ୍ଥାର ମୂଳ ଭାଗରେ ଏକଲିଙ୍ଗୀ ମାଈ ଫୁଲ ଓ ଉପର ଭାଗରେ ଏକଲିଙ୍ଗୀ ଅଣ୍ଡିରା ଫୁଲ ରହିଥାଏ। ପାନ ମଞ୍ଜିଟି ଆକାରରେ ଛୋଟ ଓ ଏହାର ବାହାର ଭାଗରେ ଟାଣ ଆବରଣ ରହିଥିବାବେଳେ, ଭିତର ଅଂଶଟି ମାଂସଳ ହୋଇଥାଏ। ପାନ ଗଛରେ କ୍ୱଚିତ ଫୁଲ ଫଳ ଧରିବା କାରଣରୁ ଏହାର ବଂଶ ବିସ୍ତାର ମଞ୍ଜି ପରିବର୍ତ୍ତେ ଡଙ୍କରୁ ହୋଇଥାଏ।
==ପାନର କିସମ==
(ଏଠାରେ କେବଳ ଓଡ଼ିଶାରେ ଉପଲବ୍ଧ ପାନର କିସମ ବିଷୟରେ ବର୍ଣ୍ଣନା କରାଯାଇଛି।) </br>
କିସମ ଭେଦରେ ପାନ ଦୁଇ ପ୍ରକାରର – “ଛାଚି ପାନ” ବା “ସାରୁଆ ପାନ” ଓ “ମେଳକ” (ଉନ୍ନତ) ପାନ।ପାନ । </br>
୧.# '''ଛାଚି ପାନ''' ସ୍ୱାଦଯୁକ୍ତ ହେଲେ ବି କମ୍ ଅମଳକ୍ଷମ। ଏହି ଲତା ଗଛ ଛାଇରେ ପ୍ରାକୃତିକ ପରିବେଶରେ ବଢ଼େ। ସାଧାରଣତଃ ଅଗସ୍ତି ଗଛରେ ଲଟିଥାଏ। ଗଞ୍ଜାମ ଜିଲ୍ଲାର [[ଚିକିଟି]], ଗୋଳନ୍ଥରା, ଶିକିରି, ବୁରୁପୋଡ଼ା ଆଦି ଅଞ୍ଚଳରେ ଏହା ଦେଖିବାକୁ ମିଳେ।</br>
୨.# '''ମେଳକ (ଉନ୍ନତ) ପାନ''' ତିନି ପ୍ରକାରର – “'''ନାଉଆ'''”, “'''ଆଳୁ ପତ୍ରିଆ'''” ଓ “'''ରାଶି ମେଳକ'''”। ଅଞ୍ଚଳ ଭେଦରେ ଏହାର ନାଁ ଅଲଗା ଅଲଗା ହୋଇଥାଏ। ଏମାନଙ୍କ ଭିତରୁ ରାଶି ପାନର ରଙ୍ଗ, ଆକାର, ସ୍ୱାଦ ଓ ରହିବାଗୁଣ ସବୁଠାରୁ ଅଧିକ। ମେଳକ ପାନକୁ [[ସାଲେପୁର]] ଅଞ୍ଚଳରେ “ପାଗା”, ମଧୁବନ ଓ ସିଙ୍ଗାପୁର ଅଞ୍ଚଳରେ “ରାଶି”, [[ବାଲେଶ୍ୱର]] [[ଭୋଗରାଇ]] ଅଞ୍ଚଳରେ “ବିରିକୋଳି”, “ମାଟିଆଳି”, ବାଲିଆପାଳ ଅଞ୍ଚଳରେ “ବାଲିପାନ” କହିଥାନ୍ତି। ନାଉଆ ଓ ଆଳୁ ପତ୍ରିଆ ପାନର ଆକାର ବଡ଼, ରଙ୍ଗ ଗାଢ଼ ସବୁଜ, ଡେମ୍ଫ ଲମ୍ବ, ସ୍ୱାଦ ରାଗୁଆ, ରସୁଆଳ ଓ ସାମାନ୍ୟ ପାରୁଆ। ଏହାକୁ ଚୋବାଇଲେ ପାରୁ ଦାନ୍ତରେ ଲାଗିରହେ। ଏହାର ରହିବା ଓ ରୋଗ ସହଣୀ ଗୁଣ କମ୍। </br>
 
ଦେଶୀପାନ, ମିଠାପତ୍ର ପାନ, ମଘୀପାନ ଓ ଚନ୍ଦ୍ରକଣା ପାନ ଭେଦରେ ମଧ୍ୟ ପାନର ଚାରିଟି କିସମ ରହିଛି।ରହିଛି </br>
୧. “'''ଦେଶୀପାନ'''” : ଏହା ବ୍ୟାପକ ଭାବରେ ଓଡ଼ିଶାରେ ଚାଷ କରାଯାଏ।</br>
୨.# “'''ମିଠାପତ୍ର ପାନଦେଶୀପାନ'''” : ଏହା ଓଡ଼ିଶାରବ୍ୟାପକ ଜଳବାୟୁରେଭାବରେ ଭଲ ହୁଏନାହିଁ, ତେଣୁ ପ୍ରାୟଓଡ଼ିଶାରେ ଚାଷ କରାଯାଏ ନାହିଁ। </br>
# “'''ମିଠାପତ୍ର ପାନ'''” : ଏହା ଓଡ଼ିଶାର ଜଳବାୟୁରେ ଭଲ ହୁଏନାହିଁ, ତେଣୁ ପ୍ରାୟ ଚାଷ କରାଯାଏ ନାହିଁ ।
୩.# “'''ମଘୀପାନ'''” : ଏହା ଓଡ଼ିଶାରେ ବିରଳ।</br>ବିରଳ ।
୪.# “'''ଚନ୍ଦ୍ରକଣା ପାନ'''” : ମଘୀପାନ ଓ ଚନ୍ଦ୍ରକଣାପାନ ଚାଷ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ନ ହେବାରୁ ଏହି କିସମ ଗୁଡ଼ିକ ଓଡ଼ିଆ ବରଜୀମାନେ ସାଧାରଣତଃ ଚାଷ କରନ୍ତି ନାହିଁ।</br>ନାହିଁ ।
୫.# “'''ବଙ୍ଗାଳିପାନ'''” ନାମରେ ଆଉ ଏକ କିସମ ମଧ୍ୟ ରହିଅଛି।ରହିଅଛି । ପାନଚାଷୀମାନଙ୍କ କହିବା ଅନୁସାରେ ଏହି ପାନର ମଞ୍ଜି ପ୍ରଥମେ ବଙ୍ଗଳାରୁ ଆସିଥିବାରୁ ଏହାର ନାମକରଣ ଏପରି ହୋଇଛି।</br>ହୋଇଛି ।
ପାନ ପତ୍ର କଞ୍ଚା ଓ ପାଚିଲା ଉଭୟ ପ୍ରକାରରେ ବିକ୍ରି ହୋଇଥାଏ। ପାନକୁ ଝୁଡିରେ ସଜାଇ ତାକୁ ଏକ ଆବଦ୍ଧ କୋଠରୀରେ ରଖାଯାଏ। ଏହି କୋଠରୀର ତାପମାତ୍ରାକୁ ହିଟର ସାହାଯ୍ୟରେ ବାରମ୍ବାର ବଢାଇ ଦିଆଯାଏ ଓ ମଝିରେ ମଝିରେ କମ୍ କରିଦିଆଯାଏ। ଏହାଫଳରେ ଟୁକୁରିରେ ଥିବା ପାନ ପତ୍ର ଗୁଡ଼ିକ ପାଚି ହଳଦିଆ ପଡ଼ିଯାଏ। ଏହି ପାଚିଲା ପାନପତ୍ର ଗୁଡ଼ିକର ଦାମ୍ ବଜାରରେ ବେଶି।</br>
 
ପାନ ପତ୍ର କଞ୍ଚା ଓ ପାଚିଲା ଉଭୟ ପ୍ରକାରରେ ବିକ୍ରି ହୋଇଥାଏ। ପାନକୁ ଝୁଡିରେ ସଜାଇ ତାକୁ ଏକ ଆବଦ୍ଧ କୋଠରୀରେ ରଖାଯାଏ। ଏହି କୋଠରୀର ତାପମାତ୍ରାକୁ ହିଟର ସାହାଯ୍ୟରେ ବାରମ୍ବାର ବଢାଇ ଦିଆଯାଏ ଓ ମଝିରେ ମଝିରେ କମ୍ କରିଦିଆଯାଏ। ଏହାଫଳରେ ଟୁକୁରିରେ ଥିବା ପାନ ପତ୍ର ଗୁଡ଼ିକ ପାଚି ହଳଦିଆ ପଡ଼ିଯାଏ। ଏହି ପାଚିଲା ପାନପତ୍ର ଗୁଡ଼ିକର ଦାମ୍ ବଜାରରେ ବେଶି।</br>ବେଶି ।
==ପାନଚାଷ==
ଓଡ଼ିଆରେ ପ୍ରବାଦ ଅଛି “ଷୋହଳ ଚାଷେ ମୂଳା, ତା’ର ଅର୍ଦ୍ଧେକ ତୁଳା, ତା’ର ଅର୍ଦ୍ଧେକ ଧାନ, ବିନା ଚାଷେ ପାନ।“ ପୁରାକାଳରେ ଗଛ ଛାଇରେ, ଜଙ୍ଗଲର ଚିର ଉଷ୍ମ-ଆର୍ଦ୍ର ଜଳବାୟୁର ଉର୍ବର ଆର୍ଦ୍ର ମୃତ୍ତିକାରେ ପାନ ଜଙ୍ଗଲୀ ଲତା ରୂପେ ବଢୁଥିଲା। ଅନ୍ୟାନ୍ୟ ପତ୍ର ସହିତ ମିଶାଇ ଏହାକୁ ଆଗରୁ ଶାଗ ହିସାବରେ ଖିଆ ଯାଉଥିଲା। ଏହାର କଫ ଓ ଶ୍ଳେଷ୍ମା ନାଶକ ପ୍ରକୃତି କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚାଷ କରାଗଲା।</br>
Line ୯୪ ⟶ ୯୬:
==ପାନର ଉପଯୋଗ==
=== ଔଷଧୀୟ ===
ପାନରସରେ ବହୁ ପରିମାଣରେ ଅମ୍ଳ, ଧତବ ଲବଣ, ଜୀବନିକା ରହିଥାଏ। ଆୟୁର୍ବେଦ ଚିକିତ୍ସାରେ ପାନରସର ବ୍ୟବହାର ଅତି ବ୍ୟାପକ। ପାନରସ ବାତ, ପିତ୍ତ ଓ କଫ ନାଶକ। ପାନ ତେଲ ଶ୍ଳେଷ୍ମା, ଆମାଶୟ, ଅତିସାର, [[ଯକ୍ଷ୍ମା]], ସନ୍ନିପାତ, କଣ୍ଠରୋଗ ଓ ଫୁସଫୁସ ରୋଗର ପ୍ରଶମକ। ପାନ ପତ୍ରକୁ ଚୋବାଇଲେ ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ। <ref>[Naveen Pattnaik, ''The Tree of Life'']</ref>ପାନର କେତୋଟି ଔଷଧୀୟ ପ୍ରୟୋଗ ନିମ୍ନରେ ଦିଆଗଲା:
* ସର୍ଦ୍ଦି, ପେଟଟଣା, ବଦହଜମି, ଅତିସାର, ମୂର୍ଚ୍ଛା ଆଦିରେ ପାନରସ ମହୁସହିତ ପ୍ରୟୋଗ କରାଯାଏ।
* ଅଚେତ୍ ହୋଇଥିଲେ ଗାଈଦୁଧ ସହିତ ପ୍ରୟୋଗ କରାଯାଏ।
Line ୧୧୦ ⟶ ୧୧୨:
ଇତିହାସ କହେ ଯେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ । ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ । [[ଭାରତ]], [[ଚୀନ]], [[ନେପାଳ]], [[ଭୁଟାନ]], [[ବର୍ମା]], [[ଥାଇଲାଣ୍ଡ]], [[ମାଲେସିଆ]]ରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ ।</br>
 
ସବୁଦେଶରେ, ସବୁକାଳରେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆପାନ ବା ଖିଲପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ ଓ ଅମ୍ଳ ନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ‘ଖ’ ଓ ‘ଗ’ରେ ଭରିଥାଏ।ଭରିଥାଏ । ଏହା ଦାନ୍ତ ମାଢିକୁ ମଜବୁତ କରିବା ସହିତ ମସ୍ତିସ୍କ, ଯକୃତ ଓ ହୃତପିଣ୍ଡକୁ ସତେଜ କରେ। ଦେହମନରେ ଉଲ୍ଲାସ ଓ ହରଷ ଆଣେ। ପୃଥିବୀରେ ପ୍ରାୟ ୪୦୦ନିୟୁତରୁ ଅଧିକ ଅଧିବାସୀ ଏକ ବା ଏକାଧିକ ଖିଲିପାନ ଚର୍ବଣ କରିଥାନ୍ତି।କରିଥାନ୍ତି ।
 
==ଆଧାର==
{{ଆଧାର}}
==ଆହୁରି ପଢ଼ନ୍ତୁ==
* ମାସିକ ଓଡ଼ିଆ ପତ୍ରିକା ସଚିତ୍ର ବିଜୟା, ଅପ୍ରେଲ ୧୯୯୯ ସଂଖ୍ୟା
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:ଔଷଧୀୟ ଗଛ]]
[[ଶ୍ରେଣୀ:ଜୀବ ଜଗତ]]
[[ଶ୍ରେଣୀ:ଉଦ୍ଭିଦ ଜଗତ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:التنبول]]
[[bn:পান (পাতা)]]
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି