"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଇତିହାସ
୧୨ କ ଧାଡ଼ି:
|color =
}}
ଚା’ ପୃଥିବୀର[[ପୃଥିବୀ]]ର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ବଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ।ଚା’ ଓ ଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ [[ଚୀନ]] ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରି ଟି ନାମରେ କୁହାଯାଏ। ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେ ଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କୁହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି। ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’ କୁ ''ସା ''କୁହାଯାଏ।
==କିମ୍ବଦନ୍ତୀ==
ଚା’ ଆବିଷ୍କାର ସମ୍ପର୍କରେ ଏକ କିମ୍ବଦନ୍ତୀ ଅଛି। ଖ୍ରୀଷ୍ଟପୂର୍ବ ୨୭୨୭ ମସିହାରେ ଚୀନ ଦେଶର ତତକାଳୀନ ସମ୍ରାଟ ''ସେନ୍ ନୁଙ୍ଗ'' ଗ୍ରାମାଞ୍ଚଳରେ ବୁଲି ବୁଲି କ୍ଳାନ୍ତି ମେଣ୍ଟାଇବା ପାଇଁ ଜଙ୍ଗଲରେ ଏକ ଗଛମୂଳରେ ବିଶ୍ରାମ ନେଉଥିଲେ। ପାଖରେ ଏକ ମାଟି ପାତ୍ରରେ ଗରମ ପାଣି ଫୁଟୁଥିଲା। ପବନରେ ଉଡିଆସି କେତୋଟି ପତ୍ର ସେ ମାଟି ପାତ୍ର ମଧ୍ୟରେ ପଡିଲା। ଅଳ୍ପ ସମୟ ମଧ୍ୟରେ ପାଣିରୁ ଯେଉଁ ସୁବାସ ବାହାରିଲା ସମ୍ରାଟଙ୍କୁ ତାହା ବେଶ ଆମୋଦିତ କଲା। ସେଥିରୁ କିଛି ପାଣି ପିଇ ସେ ଏପରି ଆରାମ ଅନୁଭବ କଲେ ଯେ ସେହି ଗଛର ପତ୍ର ତାଙ୍କ ପାଇଁ ଏକ ପାନୀୟରେ ପରିଣତ ହୋଇଗଲା।
୧୯ କ ଧାଡ଼ି:
 
==ଇତିହାସ==
ଚୀନ ଦେଶରୁ ଯାଇ ପ୍ରଥମେ ଚା’ ପହଞ୍ଚିଲା [[ଜାପାନ]] ରେ। ବୌଦ୍ଧ ଭିକ୍ଷୁ ମାନେ ଚୀନରୁ ଚା’ ମଞ୍ଜି ନେଇ ଜାପାନର ବିଭିନ୍ନ ସ୍ଥାନରେ ଲଗାଇଲେ ଏବଂ ଚା’ ଜାପାନର ଧର୍ମ ଓ ସଂସ୍କୃତିରେ ମିଶିଗଲା। ଚା’ ଜାପାନର ସାଂସ୍କୃତିକ ଜୀବନରେ ଏକ ପ୍ରଧାନ ସ୍ଥାନ ଅଧିକାର କଲା। ଜାପାନର ଚା’ ଉତ୍ସବ ପ୍ରଧାନ। ଅତିଥି ମାନଙ୍କୁ ଗୃହକୁ ଆମନ୍ତ୍ରଣ କରାଯାଇ ଏକ ଚା’ ଉତ୍ସବ ପାଳନ କରାଯାଏ। ଗୃହକୁ ଅତିଥି ଆସିଲେ ପ୍ରଥମେ ଚା’ ଦିଆଯାଏ ଏବଂ ତାହା ହେଉଛି ଗରମ ପାଣିରେ ପଡିଥିବା ଏକ ସବୁଜ ପତ୍ର ,ଯାହା ବେଶ ଆରାମଦାୟକ ଓ ବାସନାଯୁକ୍ତ ପାନୀୟ ହୋଇଥାଏ।
 
==ତିଆରି ପଦ୍ଧତି==
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି