"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଓଟିଏ(OTA)ବର୍ଗ କରଣ: ବନାନ ଅଶୁଦ୍ଧି
୧୪୨ କ ଧାଡ଼ି:
=== ଓଟିଏ(OTA)ବର୍ଗ କରଣ ===
ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନ ଦ୍ଵାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହା ଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।<br>
*ଅସ୍ଥି କୋଡ୍: ବିଭିନ୍ନ୍ବିଭିନ୍ନ ଅସ୍ଥି ନାମର କୋଡ୍କୋଡ:<br>
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ସ୍ପାଇନାଲ୍ ଭଗ୍ନ, ୬. ପେଲ୍ ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍<br>
*ସ୍ଥାନ:ଅସ୍ଥିର ବିଭିନ୍ନ ସ୍ଥାନର୍ କୋଡ :- ଲମ୍ଵ ଅସ୍ଥିର ବିଭିନ୍ନ ଅଂଶ: ନିକଟସ୍ଥ(Proximal)=୧,ଅସ୍ଥିଦଣ୍ଡ(Diaphyseal)=୨, ଦୂରସ୍ଥ(Distal)= ୩