"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଅସ୍ଥି ଶଲ୍ୟ: ସାମାନ୍ୟ ବନାନ ସଂଶୋଧନ
ଟିକେ →‎ଓଟିଏ(OTA)ବର୍ଗ କରଣ: ବନାନ ଅଶୁଦ୍ଧି
୧୪୧ କ ଧାଡ଼ି:
 
=== ଓଟିଏ(OTA)ବର୍ଗ କରଣ ===
ମୁଲର୍ ଓ ଏ.ଓ.ଫଉଣ୍ଡେଶନ(Muller and A.O.)ଫାଉଣ୍ଡେଶନ ଦ୍ଵାରା କରଯାଇଥିବାକରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହା ଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।<br>
*ଅସ୍ଥି କୋଡ୍: ବିଭିନ୍ନ୍ ଅସ୍ଥି ନାମର କୋଡ୍:<br>
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ସ୍ପାଇନାଲ୍ ଭଗ୍ନ, ୬. ପେଲ୍ ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍<br>
୧୪୭ କ ଧାଡ଼ି:
*ପ୍ରକାର: A=ସରଳ, B=Wedge ,C= ଜଟିଳ
*ସଂଘ (Group): ଭଙ୍ଗା ସ୍ଥାନର ରୈଖିକ ଚିଚାର - transverse, oblique, spiral, or segmental.
*ଉପସଂଘ:(Subgroup): ସ୍ଟେବ୍ଲ(Stable)- ଭଗ୍ନ ସ୍ଥାନର ଅସ୍ଥିର ସ୍ଥିତି ସଠିକ ଥିଲେ ଯୋଡି ହୋଇଯିବାର ସମ୍ଭାବନା ଅଧିକ , ଅନସ୍ଟେବ୍ଲ(Unstable)- ଏହି ଭଗ୍ନ ବଙ୍କା ହୋଇଯାଇପାରେ, ମୋଡି ହୋଇଯାଇପାରେ ବା ଛୋଟ ହୋଇଯାଇପାରେହୋଇ ଯାଇପାରେ
 
== ଚିକିତ୍ସା ==