"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଲକ୍ଷଣ ଓ ସୂଚନା: ଯଣାପଡେ ସ୍ଥାନରେ ଜଣାପଡେ ହେବ୍
ଟିକେ →‎ଅସ୍ଥି ଶଲ୍ୟ: ସାମାନ୍ୟ ବନାନ ସଂଶୋଧନ
୩୨ କ ଧାଡ଼ି:
=== '''ଅସ୍ଥି ଶଲ୍ୟ''' ===
 
ଅସ୍ଥି ଶଲ୍ୟ ବର୍ଗକରଣରେ ଲେଖକମାନଙ୍କର ନାମ ଅନୁସାରେ ପୂର୍ବରୁ ବର୍ଗ କରଣ କରାଯାଉ ଥିଲା । ଆଧୁନାଅଧୁନା ଉତ୍ତମ ପଦ୍ଧତିରେ ବର୍ଗ କରଣ କରା ଯାଉଛି ।
 
ସବୁ ପ୍ରକାର ହାଡ଼ ଭଙ୍ଗା ମୂଖ୍ୟତ ଦୁଇ ଭାଗରେ ବିଭକ୍ତ କରାଯାଏ ।
୩୮ କ ଧାଡ଼ି:
* ସାଧାରଣ ବା ବନ୍ଦ(Simple Fracture) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ନ ଥାଏ ।
*
* ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ୍ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତଗର୍ତ୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା ଦ୍ବାରଦ୍ବାରା ଅସ୍ଥି ଅତ୍ୟଧିକ ସଂକ୍ରମିତ(Infection) ହେବାର ସମ୍ଭାବନା ଥାଏ ।
 
ଅସ୍ଥି ଭଗ୍ନ ଚିକିତ୍ସା କଲାବେଳେ ଭଙ୍ଗା ସ୍ଥାନରେ ହାଡ଼ କେତେ ଦୂର ଘୁଞ୍ଚି ଯାଇଛି, କେତେ ଫାଙ୍କ ଅଛି, କେତେ କୋଣ ସୃଷ୍ଟି ହୋଇଛି ଏ ସବୁ ବିଚାରକୁ ନିଆଯାଏ । ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ ବୟସ୍କମାନଙ କ୍ଷେତ୍ରରେ ଅପରେଶନ୍ ଆବଶ୍ୟକ ହୁଏ । ଏହି ପ୍ରକାର ଭଙ୍ଗା ବିସ୍ଥାପିତ ହୋଇ ନ ଥିବା ଭଙ୍ଗା ଅପେକ୍ଷା ଶୀଘ୍ର ଯୋଡି ହୋଇଯାଏ ।
 
* ଚିପା ଭଗ୍ନ: ଏହି ପ୍ରକାର ଭଙ୍ଗା ମେରୁ ଅସ୍ଥିରେ ସମ୍ଭବ ହୁଏ । ଆଘାର ଜନିତ ଅତ୍ୟଧିକ ବକ୍ରତା ଯୋଗୁ ମେରୁ ଅସ୍ଥିର୍ଅସ୍ଥିର ସାମନା ଅଂଶ ଚିପି ହୋଇ ଭାଙ୍ଗିଯାଏ । ହାଡ଼ ପୋରିଆ ରୋଗ୍ରୋଗ ଥିଲେ ଏହା ଅତି ସହଜରେ ଭାଙ୍ଗି ଯାଏ ।
*
ଅନ୍ୟ୍ଅନ୍ୟ କେତେକ ପ୍ରକାର ଭଗ୍ନାରଭଗ୍ନର ନାମ:
 
* ସଂମ୍ପୁର୍ଣ୍ଣ ଭଗ୍ନ(Complete): ଏଠାରେ ଭଗ୍ନ ସ୍ଥାନର ଦୁଇ ହାଡ଼ ସମ୍ପୁର୍ଣ୍ଣ ରୁପେ ପରଷ୍ପରଠାରୁ ଅଲଗା ହୋଇ ଯାଇଥାଏ ।
୫୪ କ ଧାଡ଼ି:
* ଅନୁପ୍ରସ୍ଥ ଭଗ୍ନ(Transverse): ପ୍ରସ୍ଥ ଦିଗରେ ଭଗ୍ନ ଥାଏ।
*
* ତୀର୍ଯ୍ୟକ ଭଗ୍ନ(Oblique): ଦୁଇଅସ୍ଥିର ଅସ୍ଥିଭଗ୍ନ କୋଣରେଖା ସୃଷ୍ଟିତୀର୍ଯ୍ୟକ ଗତି କରି ଥାଆନ୍ତି ।
*
* ଚକ୍ରାକାର ଭଗ୍ନ(Spiral): ଭଗ୍ନ ରେଖା ବଙ୍କେଇ ବଙ୍କେଇ ଗତି କରିଥାଏ ।
୬୦ କ ଧାଡ଼ି:
* ଖଣ୍ଡ ବିଖଣ୍ଡିତ ଭଗ୍ନ(Comminuted): ଦୁଇ ଖଣ୍ଡରୁ ଅଧିକ ବିଖଣ୍ଡିତ ହୋଇଥାଏ ।
*
* ସଂଘାତ ଭଗ୍ନ(Impacted): ଭଙ୍ଗା ସ୍ଥାନରେ ଗୋଟିଏ ହାଡ଼ ଅନ୍ୟ ହାଡ଼ ଭିତରେ ପଶି ଯାଇଥାଏ ।
 
=== ଶରୀର ଗଠନାତ୍ମାକ ===