"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଜଟିଳତା(Complications): ବିଷୟରେ ଲେଖାଗଲା
ଟିକେ →‎ଲକ୍ଷଣ ଓ ସୂଚନା: ଯଣାପଡେ ସ୍ଥାନରେ ଜଣାପଡେ ହେବ୍
୨୩ କ ଧାଡ଼ି:
*ଅସ୍ଥି ଭଗ୍ନ ଯୋଗୁ ରକ୍ତ ସ୍ରାବ ହୁଏ ଓ ଅସ୍ଥିର ନିକଟସ୍ଥ କୋମଳ ତନ୍ତୁ ଫୁଲିଯାଏ(Oedema)ଓ ଏହି ଫୁଲାର ଚାପ ଯୋଗୁ ଯନ୍ତ୍ରଣା ହୁଏ । </br>
*ଭଙ୍ଗା ସ୍ଥାନକୁ ହଲଚଲରୁ ରକ୍ଷା କରିବା ନିମିତ୍ତ ମାଂସ ପେଶି ଅତ୍ୟଧିକ ସଙ୍କୁଚିତ ହୁଅନ୍ତି । ଏହି ସଙ୍କୋଚନ ଯୋଗୁ ଯନ୍ତ୍ରଣା ହୁଏ । </br>
ଅସ୍ଥି ଭଗ୍ନର ପ୍ରଧାନ ଲକ୍ଷଣ - ଯନ୍ତ୍ରଣା, ଫୁଲା, କର୍ମ ଅକ୍ଷମତା । ଭଙ୍ଗା ସ୍ଥାନକୁ ସ୍ପର୍ଶ କଲେ ଦରଜ ଲାଗେ, ହାଡ ହଲଚଲ ହେବା ହାତକୁ ଯଣାପଡେଜଣାପଡେ । ଏହା ବ୍ୟତୀତା ଭଗ୍ନ ସ୍ଥାନର ନିକଟରେ ଥିବା ଅଂଶ (ଯେପରିକି ଶିରା, ଧମନୀ, ମସ୍ତିଷ୍କ, ଓ ମେରୁଦଣ୍ଡ ଇତ୍ୟାଦି) ଆଘାତପ୍ରାପ୍ତ ହେଲେ ଅନ୍ୟାନ୍ୟ ଲକ୍ଷଣମାନ ପ୍ରକାଶ ପାଏ ।
 
== ବର୍ଗ କରଣ ==