"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲକ୍ଷଣ ଲେଖାଗଲା
୧୮ କ ଧାଡ଼ି:
'''ଅସ୍ଥି ଭଗ୍ନ''' ଶବ୍ଦଟିକୁ କଥିତ ଓଡିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା F<sub>X</sub> କିମ୍ବା # ଚିଗ୍ନ ଦେଇ ଲେଖନ୍ତି । ସଂଜ୍ଞା : - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୈ।ନିକ ସ୍ବଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ବାରା ଆସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ ପୋରିଆ(Osteoporosis), ସ୍ବଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta ) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ବାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।
 
== ଲକ୍ଷଣ ଓ ସୂଚନା ==
୧. ବର୍ଗ କରଣ
ଅସ୍ଥିର ଆବରଣକୁ(Periosteum) ଛାଡିଦେଲେ ଏହା ମଧ୍ୟରେ କୌଣସି ଯନ୍ତ୍ରଣାବାହି ସ୍ନାୟୁ ନ ଥାଏ । ନିମ୍ନ ଲିଖିତ କାରଣଯୋଗୁ ରୋଗୀ କଷ୍ଟ ଅନୁଭବ କରେ । </br>
 
*ଅସ୍ଥି ଭଗ୍ନ ହେଲେ ବାହାର ଆବରଣ(Periosteum) ଓ ଭିତର ଆବରଣ(Endosteum) କ୍ଷତିଗ୍ରସ୍ତ ହୁଏ । ଏହି ଦୁଇ ଆବରଣରେ ବହୁତ ଯନ୍ତ୍ରଣାବାହି ସ୍ନାୟୁ ଥାଏ । ଏଣୁ ବହୁତ କଷ୍ଟ ହୁଏ । </br>
୧.୧ କାରଣାତ୍ମକ
*ଅସ୍ଥି ଭଗ୍ନ ଯୋଗୁ ରକ୍ତ ସ୍ରାବ ହୁଏ ଓ ଅସ୍ଥିର ନିକଟସ୍ଥ କୋମଳ ତନ୍ତୁ ଫୁଲିଯାଏ(Oedema)ଓ ଏହି ଫୁଲାର ଚାପ ଯୋଗୁ ଯନ୍ତ୍ରଣା ହୁଏ । </br>
 
*ଭଙ୍ଗା ସ୍ଥାନକୁ ହଲଚଲରୁ ରକ୍ଷା କରିବା ନିମିତ୍ତ ମାଂସ ପେଶି ଅତ୍ୟଧିକ ସଙ୍କୁଚିତ ହୁଅନ୍ତି । ଏହି ସଙ୍କୋଚନ ଯୋଗୁ ଯନ୍ତ୍ରଣା ହୁଏ । </br>
୧.୨ ଅସ୍ଥି ଶଲ୍ୟ୍
ଅସ୍ଥି ଭଗ୍ନର ପ୍ରଧାନ ଲକ୍ଷଣ - ଯନ୍ତ୍ରଣା, ଫୁଲା, କର୍ମ ଅକ୍ଷମତା । ଭଙ୍ଗା ସ୍ଥାନକୁ ସ୍ପର୍ଶ କଲେ ଦରଜ ଲାଗେ, ହାଡ ହଲଚଲ ହେବା ହାତକୁ ଯଣାପଡେ । ଏହା ବ୍ୟତୀତା ଭଗ୍ନ ସ୍ଥାନର ନିକଟରେ ଥିବା ଅଂଶ (ଯେପରିକି ଶିରା, ଧମନୀ, ମସ୍ତିଷ୍କ, ଓ ମେରୁଦଣ୍ଡ ଇତ୍ୟାଦି) ଆଘାତପ୍ରାପ୍ତ ହେଲେ ଅନ୍ୟାନ୍ୟ ଲକ୍ଷଣମାନ ପ୍ରକାଶ ପାଏ ।
 
୧.୩ ଶରୀର ଗଠନାତ୍ମକ
 
୧.୪ ଓଟିଏ (OTA)
 
୧.୫ ଅନ୍ୟାନ୍ୟ ଚର୍ଗ କରଣ
 
୨. ରୋଗ ସୂଚନା ଓ ଲକ୍ଷଣ
 
୩. ବିକାରୀ ଶରୀର କ୍ରିୟା
 
୩.୧ ଧୁମ୍ରପାନର ଫଳ
 
୪. ରୋଗ ନିରୂପଣ
 
୫. ଚିକିତ୍ସା
 
୫.୧ ଯନ୍ତ୍ରଣା ଚିକିତ୍ସା
 
୫.୨ ଅଚଳୀକରଣ
 
୫.୩ ଶଲ୍ୟ୍ ଚିକିତ୍ସା
 
୫.୪ ଜଟୀଳତା
 
୬. ଶିଶୁଙ୍କଠାରେ
 
== ବର୍ଗ କରଣ ==