"ବିଷ୍ଣୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଛାଞ୍ଚ
ଟିକେ ଇଂରାଜୀ ଠିକଣା, ଯୋଗସୂତ୍ର ପେଟି, ଅଧିକ ତଥ୍ୟ
୧ କ ଧାଡ଼ି:
{{ଛୋଟ|Vishnu}}
{{pp-move-indef}}
{{Hdeity infobox
| Image = Vishnu Kumartuli Park Sarbojanin Arnab Dutta 2010.JPG
୨୦ କ ଧାଡ଼ି:
}}
 
'''ବିଷ୍ଣୁ''' (ସଂସ୍କୃତରେ विष्णु) ହିନ୍ଦୁଧର୍ମରେ ବୈଷ୍ଣବ ମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା।ଦେବତା କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି। <ref>The Sri Vaishnava Brahmans, K. Rangachari (1931)p. 2</ref>
 
[[ବିଷ୍ଣୁ ସହସ୍ରନାମ]]<ref>{{cite web|url=http://www.swami-krishnananda.org/vishnu/vishnu_1.html |title=Sri Vishnu Sahasaranama - Transliteration and Translation of Chanting |publisher=Swami-krishnananda.org |date= |accessdate=2011-11-30}}</ref> ଅନୁସାରେ ବିଷ୍ଣୁ ହେଉଛନ୍ତି [[ପରମାତ୍ମା]]। ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ। ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ। ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା। ତାଙ୍କର ଅନ୍ୟନାମ ନାରାୟଣ।
୪୮ କ ଧାଡ଼ି:
p. 4</ref>
 
ପୁରାଣଭାରତୀ ଅନୁସାରେ ବିଷ୍ଣୁଙ୍କର ଦଶଟି ଅବତାର ରହିଛି। ନଅଟି ଅବତାର ସେ ନେଇ ସାରିଛନ୍ତି ଓ ଭବିଷ୍ୟତରେ ଆଉ ଗୋଟିଏ ଅବତାର ନେବେ। କଳି ଯୁଗରେ ଏହି ଅବତାରଙ୍କର ନାମ ହେବ କଳ୍କୀ।କଳ୍କୀ ଭଗବଦ୍ଗୀତା। [[ଭଗବତ ଗୀତା]] ଅନୁସାରେ ଏହି ଅବତାରମାନଙ୍କ ଅବତରଣର ଉଦ୍ଦେଶ୍ୟ ହେଉଛି ଧର୍ମର ରକ୍ଷା ଓ ଅଧର୍ମର ନାଶ। <ref>[http://www.vedabase.net/bg/4/7/en1 Bhagavad Gita 4.7] "...at that time I descend Myself"</ref> ଦୁଷ୍ଟ ଶକ୍ତିର ମୂଳପୋଛ, ସାଧୁମାନଙ୍କର ସୁରକ୍ଷା ତଥା ପତିତମାନଙ୍କର ଉଦ୍ଧାର।
 
ହିନ୍ଦୁମାନେ ତ୍ରିମୂର୍ତ୍ତି ଭାବେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ପୂଜା କରିଥାନ୍ତି। ଏମାନେ ହେଉଛନ୍ତି ଯଥାକ୍ରମେ ସୃଷ୍ଟି, ପାଳନ ଓ ସଂହାରର ଦେବତା। <ref>For quotation defining the trimurti see Matchett, Freda. "The {{IAST|Purāṇas}}", in: Flood (2003), p. 139.</ref><ref>For the Trimurti system having Brahma as the creator, Vishnu as the maintainer or preserver, and Shiva as the transformer or destroyer see: Zimmer (1972) p. 124.</ref> ଏହି ତିନି ଦେବଙ୍କୁ ହିନ୍ଦୁମାନେ ତ୍ରିଦେବ ଓ <ref>For definition of trimurti as "the unified form" of Brahmā, {{IAST|Viṣṇu}} and Śiva and use of the phrase "the Hindu triad" see: Apte, p. 485.</ref> ତ୍ରିନାଥ ବୋଲି ମଧ୍ୟ କହିଥାନ୍ତି।<ref>For the term "Great Trinity" in relation to the Trimurti see: Jansen, p. 83.</ref> ଭାଗବତ ପୁରାଣ ଓ ବୈଷ୍ଣବମାନଙ୍କ ଦୃଷ୍ଟିକୋଣରୁ ଏଇ ତିନି ଦେବଙ୍କ ଭିତରେ ବିଷ୍ଣୁ ହେଉଛନ୍ତି ଭକ୍ତ ବତ୍ସଳ। <ref>{{cite web|url=http://vedabase.net/sb/1/2/23/en |title=Srimad Bhagavatam Canto 1 Chapter 2 Verse 23 |publisher=Vedabase.net |date= |accessdate=2011-11-30}}</ref>
{{clear}}
 
==ଆଧାର==
{{ଆଧାର|2}}
 
==ଅଧିକ ତଥ୍ୟ==
{{commons}}
* [http://www.1stholistic.com/prayer/hindu/hol_hindu-vishnu.htm Vishnu, the god of Preservation, by Dr. C.P.Ramaswami Aiyar]
* [http://www.bbc.co.uk/religion/religions/hinduism/deities/vishnu.shtml BBC Religion & Ethics - Who is Vishnu] (bbc.co.uk)
 
{{କୃଷ୍ଣ}}
{{Krishna|state = collapsed}}
{{ବିଷ୍ଣୁଙ୍କ ଅବତାର|state = collapsed}}
{{ହିନ୍ଦୁ ଦେବୀ ଦେବତା ଓ ଗ୍ରନ୍ଥ}}
 
[[ଶ୍ରେଣୀ:ହିନ୍ଦୁ ଧର୍ମଦେବତା]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/ବିଷ୍ଣୁ"ରୁ ଅଣାଯାଇଅଛି