"ଥୋମାସ ଆଲଭା ଏଡ଼ିସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୩ କ ଧାଡ଼ି:
'''ଥୋମାସ ଆଲଭା ଏଡିସନ'''([[English language|ଇଂ]]:Thomas Alva Edison) (ଫେବୃଆରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ଵଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ବ ଇତ୍ୟାଦି ତାଙ୍କରି ଅବଦାନ<ref>[http://www.thomasedison.com/Inventions.htm ଥୋମାସ ଏଡିସନଙ୍କ ଉଦ୍ଭାବନ ସମୂହ]</ref> । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ଵ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ । <ref>[http://www.time.com/time/specials/packages/article/0,28804,1910417_1910419_1910460,00.html Walsh, Bryan. "The Electrifying Edison." Web: ''Time'' July 5, 2010]</ref>
 
 
'[[ଫାଇଲ:Thomas Edison, 1878.jpg|thumbnail|୧୮୭୮ ରେ ଏଡିସନ୍]]
 
ଏଡ଼ିସନ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ ସହିତ ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ । ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର । ଏହା ଭିତରେ ଥିଲା ଷ୍ଟକ ଟିକର, ଯାନ୍ତ୍ରିକ ଭୋଟ ଗଣାଳୀ, ବିଦ୍ୟୁତ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ ଶକ୍ତି, ମ୍ୟୁଜିକ ରେକର୍ଡ଼ ଏବଂ ମୋସନ ପିକ୍ଚର । ଜଣେ ଟେଲିଗ୍ରାଫ ଅପରେଟର ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ । ଏଡିସନ ପ୍ରଥମେ ବିଦ୍ୟୁତ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ । ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମାନହାଟାନ ଦ୍ଵୀପ, ନିଉୟର୍କରେ ଥିଲା ।
୩୨ କ ଧାଡ଼ି:
 
ବିଦ୍ୟାଳୟରେ ଶିଶୁ ଏଡ଼ିସନଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ । ଏତିକିରେ ଏଡ଼ିସନଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା । ଏଡ଼ିସନପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ । ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି । ତାଙ୍କ ମାଆ ତାଙ୍କୁ ଘରେ ପଢ଼ାଉଥିଲେ । ତାଙ୍କର ଅଧିକାଂଶ ଶିକ୍ଷା ଆର.ଜି. ପାର୍କରଙ୍କର ସ୍କୁଲ ଅଫ ନାଚୁରାଲ ଫିଲୋସୋଫି ଓ ଦି କୁପର ୟୁନିଅନରୁ ଆସିଥିଲା ।
==କର୍ମମୟ ଜୀବନର ପ୍ରାରମ୍ଭ==
'[[ଫାଇଲ:Thomas Edison, 1878.jpg|thumbnail|୧୮୭୮ ରେ ଏଡିସନ୍]]
===ଉଦ୍ଭାବନ ସମୂହ===
===ରାଜନୀତି ଓ ଧର୍ମ ସମ୍ପର୍କରେ ମତ===
==ଶେଷ ଜୀବନ==
==ଅଧିକ ଦେଖନ୍ତୁ==
==ଆଧାର==
{{ଆଧାର}}
==ବାହାର ଲିଙ୍କ==
{{sisterlinks}}
 
* [http://www.menloparkmuseum.com/ Menlo Park Museum and Edison Memorial Tower]
* [http://www.nps.gov/edis/index.htm Thomas Edison National Historical Park] (National Park Service)
* [http://www.hfmgv.org/exhibits/edison/ Edison exhibit and Menlo Park Laboratory at Henry Ford Museum]
* [http://www.edisonmuseum.org/ Edison Museum]
* [http://www.phmuseum.org/depot/depot.htm Edison Depot Museum]
* [http://www.tomedison.org/ Edison Birthplace Museum]
* [http://www.edisonhouse.org/ Thomas Edison House]
 
;Information and media
* [http://ariwatch.com/VS/TheDiaryOfThomasEdison.htm The Diary of Thomas Edison]
* [http://www.archives.gov/exhibits/american_originals_iv/sections/thomas_edison_patent.html Edison's patent application for the light bulb] at the National Archives.
* [http://www.wired.com/science/discoveries/news/2008/01/dayintech_0104? Jan. 4, 1903: Edison Fries an Elephant to Prove His Point] – [[Wired (magazine)|''Wired'']] article about Edison's "macabre form of a series of animal electrocutions using AC."
* [http://www.nps.gov/history/NR/twhp/wwwlps/lessons/25edison/25edison.htm ''The Invention Factory: Thomas Edison's Laboratories'']
* [http://edison.rutgers.edu/ Rutgers: Edison Papers]
* [http://www.edisonian.com/ Edisonian Museum Antique Electrics]
* "[http://www.pbs.org/wgbh/amex/edison/ Edison's Miracle of Light]"
* [http://www.thomasedison.org Edison Innovation Foundation] – Non-profit foundation supporting the legacy of Thomas Edison.
* [http://www.hfha.org/HenryFord.htm#Ford-Edison-Firestone-Burroughs The Illustrious Vagabonds]
* [http://books.google.com/books?id=vuQDAAAAMBAJ&pg=PA614&dq=Popular+Mechanics+1931+curtiss&hl=en&ei=sZj0TNiVFcPXngeTp8W2CQ&sa=X&oi=book_result&ct=result&resnum=4&ved=0CDMQ6AEwAw#v=onepage&q=Popular%20Mechanics%201931%20curtiss&f=true "The World's Greatest Inventor", October 1931, Popular Mechanics] detailed, illustrated article
* 14 minutes "instructional" film with fictional elements [http://www.archive.org/details/filmcollectief-01-661 The boyhood of Thomas Edison] from 1964, produced by Coronet, published by ''archive.org''
*[http://www.booknotes.org/Watch/63449-1/Neil+Baldwin.aspx ''Booknotes'' interview with Neil Baldwin on ''Edison: Inventing the Century'', March 19, 1995.]
*[http://www.booknotes.org/Watch/178806-1/Jill+Jonnes.aspx ''Booknotes'' interview with Jill Jonnes on ''Empires of Light: Edison, Tesla, Westinghouse and the Race to Electrify the World'', October 26, 2003.]
 
[[ଶ୍ରେଣୀ:ବୈଜ୍ଞାନିକ]]