"ବରଗଛ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
MerlIwBot (ଆଲୋଚନା) ଙ୍କ ଦେଇ କରାଯାଇଥିବା 88838 ସଙ୍କଳନଟି ପଛକୁ ଫେରାଇନିଆଗଲା
No edit summary
୨୪ କ ଧାଡ଼ି:
|}}
 
ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ।<ref name="National Symbols of India">{{cite web | url=http://india.gov.in/knowindia/national_symbols.php/national_symbols.php?id=5 | title=National Tree| publisher= [[Government of India]] Official website| accessdate=2012-01-16}}</ref> ଏହାକୁବୃକ୍ଷ।ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । [[ରଜ ପର୍ବ]]ରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ [[ଓସ୍ତ|ଓସ୍ତଗଛ]]ର ବାହାଘର କରିଥାନ୍ତି ।
==ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ==
{| class="wikitable"
"https://or.wikipedia.org/wiki/ବରଗଛ"ରୁ ଅଣାଯାଇଅଛି