"କ୍ୟାପିଟାଲ ହାଇସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୧ କ ଧାଡ଼ି:
}}
 
'''କ୍ୟାପିଟାଲ ହାଇସ୍କୁଲ''' [[ଓଡ଼ିଶା|ଓଡ଼ିଶାର]] [[ଭୁବନେଶ୍ଵର|ଭୁବନେଶ୍ଵରରେ]] ଥିବା ଏକ [[ଓଡ଼ିଶା ସରକାର|ସରକାରୀ]] [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମ ଉଚ୍ଚବିଦ୍ୟାଳୟ ।<ref>[http://books.google.com/books?id=L-IfAQAAIAAJ&q=capital+high+school+bhubaneswar&dq=capital+high+school+bhubaneswar&hl=en&sa=X&ei=JLumT9DHIMfOrQeSrr33AQ&ved=0CEEQ6AEwAA Press in India: Part 1 ]. Ministry of Information and Broadcasting, India. Office of the Registrar of Newspapers (1965)</ref> ଏଠାରେ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଏଠାରେ ଉଭୟ ବାଳକ ଓ ବାଳିକା ମାନେ ଶିକ୍ଷା ଗ୍ରହଣ କରନ୍ତି । ଏଠାରେ [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମରେ ଶିକ୍ଷା ଦିଆଯାଇଥାଏ
 
== ଅବସ୍ଥିତି ==
୨୭ କ ଧାଡ଼ି:
 
== ଇତିହାସ ==
କ୍ୟାପିଟାଲ ହାଇସ୍କୁଲ ୧୯୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।ଏହି। ପ୍ରଥମ ପ୍ରଧାନ ଶିକ୍ଷକ ରୁପେ ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ୧୬ ଜୁଲାଇ ୧୯୫୧ ତାରିଖ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟ ପ୍ରଥମେ ଆଜିର ଦୁଇ ନମ୍ବର ବାଳିକା ବିଦ୍ୟାଳୟରେ ଚାଲୁଥିଲା । ଏଠାରେ୧୯୫୮ [[ଓଡ଼ିଆମସିହା ଭାଷା|ଓଡ଼ିଆ]]ଅଗଷ୍ଟ ମାଧ୍ୟମରେ୨୪ ଶିକ୍ଷାତାରିଖ ଦିଆଯାଇଥାଏଦିନ ଦୁଇ ପ୍ରଥମନମ୍ବର ପ୍ରଧାନମୂଳ ଶିକ୍ଷକସ୍କୁଲରୁ ରୁପେଅଲଗା ଶ୍ରୀହୋଇ, କ୍ୟାପିଟାଲ ହାଇସ୍କୁଲ ଏବେକାର ତିନି ନମ୍ବର ଠାରେ ଥିବା ନୂତନ କୋଠାଘରକୁ ଆସିଥିଲା । ଗଣେଶ ଚନ୍ଦ୍ର ମିଶ୍ର ୧୬ମଧ୍ୟ ଜୁଲାଇବଦଳି ୧୯୫୧ହୋଇ ତାରିଖନୂଆ ରେସ୍କୁଲକୁ କାର୍ଯ୍ୟଭାରପ୍ରଧାନ ଗ୍ରହଣଶିକ୍ଷକ କରିଥିଲେହୋଇ ଆସିଥିଲେ । ସୁଧାମଞ୍ଜରୀ ଦାସ ବାଳିକା କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ଵ ତୁଲାଇଥିଲେ । ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି । ୨୮ ଓ ୨୯ ଅପ୍ରେଲ ୨୦୧୨ରେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ କରାଯାଇଥିଲା । ହୀରକ ଜୟନ୍ତି ଅବସର ରେ ଭାରତୀୟ ଡାକବିଭାଗ ତରଫରୁ ସ୍କୁଲ କୁ ଉତ୍ସର୍ଗୀକୃତ ଏକ ସ୍ଵତନ୍ତ୍ର ଲଫାପା ପ୍ରକାଶ କରାଯାଇଛି ।<ref>http://philamirror.info/2012/05/09/special-cover60-years-of-capital-high-school-bhubaneswar/</ref>
ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷା ରେ ରାଜ୍ୟ ରେ ପ୍ରଥମ ଦଶ ଜଣଙ୍କ ମଧ୍ୟ ରେ ସ୍ଥାନ ଅର୍ଜନ କରିଛନ୍ତି ।<ref>http://www.capitalhighschoolbhubaneswar.com/results.htm</ref>
ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୦୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ।