"ଦୁର୍ଗା ପୂଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Modifying es:Durgá Puyá
No edit summary
୧ କ ଧାଡ଼ି:
{{ଛୋଟ|Durga Puja}}
{{Infobox Holiday
|holiday_name = ଦୁର୍ଗା ପୂଜା
|type = ଭାରତୀୟ ପର୍ବ
|longtype = [[ହିନ୍ଦୁ]], ଭାରତୀୟ
|image = College square duraga puja.jpg
|caption = [[କଟକ]]ର କଲେଜ ଛକ ପାଖ
|official_name = ଦୁର୍ଗା ପୂଜା
|nickname =[[ ନବରାତ୍ରୀ]], [[ଦଶହରା|ବିଜୟାଦଶମୀ]]
|observedby = ହିନ୍ଦୁ ଧର୍ମାମ୍ବଲମ୍ବୀ
|begins =
|ends =
|date2012 = 19 October - 24 October<ref>{{cite web|title=Durga Puja Dates|url=http://www.durgapuja.net/durga-puja-dates/|accessdate=17 July 2012}}</ref>
|celebrations =
|observances =
|relatedto = [[ନବରାତ୍ରୀ]], [[ଦଶହରା|ବିଜୟାଦଶମୀ]]
}}
== ପୌରାଣିକ ଭିତ୍ତିଭୂମି ==
 
ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ । ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।
 
== ମାସ/ତିଥି ==
[[ଆଶ୍ୱିନ]] ଶୁକ୍ଳପକ୍ଷ [[ଷଷ୍ଠୀ]]- [[ଦଶମୀ]] ([[ସେପ୍ଟେମ୍ବର]]-[[ଅକ୍ଟୋବର]])
Line ୮ ⟶ ୨୩:
== ଅଞ୍ଚଳ ==
ବିଶେଷକରି କଟକ, ସମ୍ବଲପୁର, ସୋନପୁର ସମେତ ସମଗ୍ର ଓଡ଼ିଶା ତଥା ଭାରତ
[[File:Choudhri bazar durga puja.jpg|thumb|ଚୌଧୁରୀ ବଜାର,କଟକ]]
 
== ସଂକ୍ଷେପରେ ==
ଏହି ପର୍ବର ଆରମ୍ଭ ହୁଏ ଆଶ୍ୱିନ ଶୁକ୍ଳ ପକ୍ଷର ଆରମ୍ଭ ଅମାବସ୍ୟା ଠାରୁ, ଯାହାକୁ ମହାଳୟା ବୋଲି କୁହାଯାଏ। ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତୀର ପୂଜାର୍ଚନା ଷଷ୍ଠୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଚାଲେ। ସହରର ବିଭିନ୍ନ ସ୍ଥାନରେ ସିଂହାସନା, ଦଶଭୂଜଧାରିଣୀ ଦେବୀ ଦୁର୍ଗା ଓ ତାଙ୍କ ପଦାନତ ମହିଷାସୁରର ବିଶାଳ ମୂର୍ତୀ ସୁସଜ୍ଜିତ ତୋରଣ ମାନଙ୍କରେ ଶୋଭାପାଏ। ଭସାଣି ପର୍ବ ମଧ୍ୟ ବହୁତ ଆଡ଼ମ୍ବର ସହିତ ସମାପିତ ହୁଏ।
==ଆଧାର==
{{ଆଧାର}}
==ବାହାର ଲିଙ୍କ==
{{Sister project links}}
*{{Dmoz|Society/Religion_and_Spirituality/Hinduism/Festivals/Durga_Puja/}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->