"ବିଧାନ ସଭା ସଭ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି ପୃଷ୍ଠାଟି ବିଧାନସଭା ସଭ୍ୟକୁ ଘୁଞ୍ଚାଇଲେ: ଠିକ ନାମ
ଟିକେ ଛୋଟ ଠିକଣା, ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ
୧ କ ଧାଡ଼ି:
{{ଛୋଟ|MLA}}
== ଉପକ୍ରମଣିକା ==
[[ଭାରତ]] ପ୍ରତି [[ରାଜ୍ୟ]] ପାଇଁ ଗୋଟିଏ ଲେଖାଏଁ ବିଧାନସଭା ରହିଛି । [[ସାବାଳକ]] ଭୋଟଦାନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ଲୋକମାନଙ୍କ ଦ୍ଵାରା ଲୋକ-ପ୍ରତିନିଧି ଚୟନ କରାଯାଇ ବିଧାନସଭା ଗଠିତ ହୁଏ । ବିଧାନସଭା ସଦସ୍ୟ ସଂଖ୍ୟା ସର୍ବାଧିକ ୫୦୦ ଓ ସର୍ବନିମ୍ନ ୬୦ ଅଟେ । ତେବେ [[ଭାରତ]]ର କେତେକ ରାଜ୍ୟ-ବିଧାନସଭାରେ ୬୦ରୁ କମ ସଂଖ୍ୟକ ଆସନ ଅଛି;- ଯଥା:- [[ସିକିମ]](୩୨), [[ଗୋଆ]], [[ଅରୁଣାଚଳ ପ୍ରଦେଶ]] ଓ [[ମିଜୋରମ]] (ପ୍ରତ୍ୟେକ ୪୦) ।
== ଓଡ଼ିଶା ବିଧାନସଭା ==
୨୮ କ ଧାଡ଼ି:
 
{{ଓଡ଼ିଶା}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ଓଡ଼ିଶା ରାଜନୀତି]]
[[ଶ୍ରେଣୀ:ନିର୍ବାଚନ ମଣ୍ଡଳୀ]]
[[ଶ୍ରେଣୀ:ଓଡ଼ିଶାର ନିର୍ବାଚନ ମଣ୍ଡଳୀ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖାପ୍ରସଙ୍ଗ-->
[[en:Member of the Legislative Assembly (India)]]
[[ml:നിയമസഭാംഗം]]
[[te:శాసనసభ సభ్యుడు]]