"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Unreferenced ଛାଞ୍ଛ ହଟାଗଲା,ନୂଆ ସଭ୍ୟଙ୍କ କ୍ଷେତ୍ରରେପୁରୁଖାମାନେ ଏହି ଛାଞ୍ଚ ବ୍ୟବହାର ନ କରି,ଅବଗତ କରାଇଲେ ଭଲ ହୁଅନ...
୫୨ କ ଧାଡ଼ି:
 
 
==== '''କାରଣାତ୍ମକ''' ====
୧.#ଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ,କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ୍ ହୁଏ ।
 
୨.#ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୈ।ଣସି ଅସ୍ଥି କର୍କଟ ବିକ୍ଷେପିତ (Cancer Metastasis) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ୍ କାରଣ ମଧ୍ୟରୁ ହାଡ଼ ପୋରିଆ (Osteoporosis) ଗୋଟିଏ ମୂଖ୍ୟ କାରଣ ।
 
୧.ଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ,କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ୍ ହୁଏ ।
 
୨.ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୈ।ଣସି ଅସ୍ଥି କର୍କଟ ବିକ୍ଷେପିତ (Cancer Metastasis) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ୍ କାରଣ ମଧ୍ୟରୁ ହାଡ଼ ପୋରିଆ (Osteoporosis) ଗୋଟିଏ ମୂଖ୍ୟ କାରଣ ।
 
=== '''ଅସ୍ଥି ଶଲ୍ୟ''' ===