"ଲକ୍ଷ୍ମୀ ପୂଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୩ କ ଧାଡ଼ି:
ଢେଙ୍କାନାଳ, ଚୌଦ୍ବାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ।
===ଢେଙ୍କାନାଳ===
[[ଢେଙ୍କାନାଳ]]ରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । [[ଢେଙ୍କାନାଳ[[]] ଇତିହାସ ବର୍ଣ୍ନନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ [[ବୈଷ୍ଣବ ମଠ]] ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, [[ବଳରାମ ମନ୍ଦିର]], [[ଜଗନ୍ନାଥ ମନ୍ଦିର]], [[ବୃନ୍ଦାବନ ମଦିର]], ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର[[କପିଳାସ]]ର [[ନାରାୟଣ ମଦିର]], ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ[[ଲକ୍ଷ୍ମୀ]]ମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ[[ଚୈତନ୍ୟ]]ଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୁଜାର ପରମ୍ପରା ଏଠାରେ ଗଢିଉଠିଥିଲା ।
== ସଂକ୍ଷେପରେ ==