"ଲକ୍ଷ୍ମୀ ପୂଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲକ୍ଷ୍ମୀପୂଜାକୁ ପୃଷ୍ଠାଟି ଘୁଞ୍ଚାଇଦିଆଗଲା
No edit summary
୧ କ ଧାଡ଼ି:
{{ଛୋଟ|Lakshmi Puja}}
#ଲେଉଟାଣି[[ଲକ୍ଷ୍ମୀପୂଜା]]
[[Image:Ravi Varma-Lakshmi.jpg| thumb| [[ଲକ୍ଷ୍ମୀ]]]]
== ପୌରାଣିକ ଭିତ୍ତିଭୂମି ==
 
ମହାଲକ୍ଷ୍ମୀଙ୍କର ପାର୍ବଣ।
 
== ମାସ/ତିଥି ==
 
ଆଶ୍ବିନ ପୂର୍ଣିମା (ସେପ୍ଟେମ୍ବର-ଅକ୍ଟୋବର)
 
== ଅଞ୍ଚଳ ==
 
ଢେଙ୍କାନାଳ, ଚୌଦ୍ବାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ।
===ଢେଙ୍କାନାଳ===
[[ଢେଙ୍କାନାଳ]]ରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । [[ଢେଙ୍କାନାଳ[[ ଇତିହାସ ବର୍ଣ୍ନନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମଦିର, ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୁଜାର ପରମ୍ପରା ଏଠାରେ ଗଢିଉଠିଥିଲା ।
== ସଂକ୍ଷେପରେ ==
 
ପାଖାପାଖି ସପ୍ତହେ ବ୍ୟାପି ମହାଲକ୍ଷ୍ମୀଙ୍କର ଏଇ ପୂଜା ବଡ଼ ଧୂମ୍​ଧାମ୍​ରେ ପାଳନ କରାଯାଏ।
 
[[ଶ୍ରେଣୀ:ଓଡ଼ିଶାର ପର୍ବ ପର୍ବାଣୀ]]
[[ଶ୍ରେଣୀ:ଭାରତର ପର୍ବ ପର୍ବାଣୀ]]
[[ଶ୍ରେଣୀ:ହିନ୍ଦୁ ପର୍ବ]]
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Lakshmi Puja]]
[[ne:लक्ष्मी पूजा]]