"ଅଭିମନ୍ୟୁ ସାମନ୍ତସିଂହାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Cosmetic changes
ଟିକେ ଅଭିମନ୍ୟୁ ସାମନ୍ତସିଂହାର ରୁ ତଥ୍ୟ ଅଣାଗଲା
୯ କ ଧାଡ଼ି:
| spouse =
| residence = [[କଟକ]]
| parents = ଇନ୍ଦ୍ରଜିତ ସାମନ୍ତ ସିଂହାର, </br>ତୁଳସୀ ଦେବୀ
}}
 
'''ଅଭିମନ୍ୟୁ ସାମନ୍ତ ସିଂହାର''' (୧୭୫୭-୧୮୦୭) <!--ଅଷ୍ଟାଦଶ ଶତାବ୍ଦୀ--> [[କଟକ ଜିଲା]]ର ବଳିଆ ଠାରେ ଜନ୍ମିତ ଜଣେ ପୁରାତନ [[ଓଡ଼ିଆ ଭାଷା|ଓଡ଼ିଆ]] କବି । ତରୁଣ ବୟସରେ ସେ ବାଘ ଗୀତ, ଚଢାଇ ଗୀତ ଆଦି ରଚନା କରି ଓଡିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି । [[ବିଦଗ୍ଧ ଚିନ୍ତାମଣି]] ତାଙ୍କ ଶ୍ରେଷ୍ଠ କୃତି
 
== ଜୀବନୀ ==
କବିଙ୍କର ଜନ୍ମ [[କଟକ ଜିଲା]]ର ବଳିଆ ଠାରେ ହୋଇଥିଲା । ଜନ୍ମସ୍ଥାନର ଅବସ୍ଥାନ: {{coord|20|43|32|N|86|16|22|E|region:IN}} । ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର । ''ବ୍ରହ୍ମ ସଦାନନ୍ଦ କବିସୂର୍ଯ୍ୟ'' ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଅଛି ।<ref>[http://books.google.co.in/books?id=ObFCT5_taSgC&lpg=PA572&ots=mVz-0zyXt8&dq=abhimanyu%20samanta%20sinhara&pg=PA572#v=onepage&q=abhimanyu%20samanta%20sinhara&f=false|The Encyclopaedia Of Indian Literature (Volume One (A To Devo), Volume 1]</ref>
 
<!--ଅଭିମନ୍ୟୁ ସାମନ୍ତସିଂହାର ୧୭୫୭ ଶତକରେ ଯାଜପୁର ନିକଟବର୍ତ୍ତୀ ଗୋଳକୁଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତଙ୍କ ନାମ ଇନ୍ଦ୍ରଜିତ ସାମନ୍ତସିଂହାର, ମାତାଙ୍କ ନାମ ତୁଳସୀ ଓ ପତ୍ନୀଙ୍କ ନାମ ବିମଳା ଦେବୀ । ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ତାଙ୍କର ଶିକ୍ଷାଗୁରୁ ଥିଲେ ।
-->
 
== ସାହିତ୍ୟ କୃତି ==
Line ୨୨ ⟶ ୨୫:
ବିଦଗ୍ଧ ଚିନ୍ତାମଣି ତାଙ୍କ ରଚିତ [[ଓଡ଼ିଆ ସାହିତ୍ୟ]]ର ଏକ ମୁଲ୍ୟବାନ ଗ୍ରନ୍ଥ । ଏଥିରୁ ତାଙ୍କ ଜନ୍ମ ବିଷୟରେ ମଧ୍ୟ ଜାଣିହୁଏ ।
 
{{Rquote|left|ଇନ୍ଦ୍ରଜିତ ଏ ଛାନ୍ଦ ଭଣାଇ ରାଧା ଧ୍ୟାନ କରି|ବାଘ ଗୀତ, ବିଦଗ୍ଧ ଚିନ୍ତାମଣି}}<ref>[http://books.google.co.in/books?id=90_qAeMT1bwC&lpg=PA15&ots=SUxcJuIIyo&dq=abhimanyu%20samanta%20sinhara&pg=PA15#v=onepage&q=abhimanyu%20samanta%20sinhara&f=false|Palm leaf etchings of Orissa, Durga Prasad Patnaik]</ref>
ତାଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାରଙ୍କ ସମ୍ପର୍କରେ ବି ଏଥିରେ ବର୍ଣ୍ଣିତ । ସେ ଯେ ସେଠାକାର ରାଜା ଥିଲେ ଓ ତାଙ୍କ ଲେଖାପାଇଁ ଉତ୍ସାହିତ କରିଥିଲେ ତାହା ଏଥିରେ ବର୍ଣ୍ଣିତ ।
 
Line ୨୮ ⟶ ୩୧:
*ଚଢ଼େଇ ଗୀତ
*ବୋଲେ ହୁଁ
*ପ୍ରେମ ଚିନ୍ତାମଣି <!--ପ୍ରୀତି ଚିନ୍ତାମଣି,-->
*ପ୍ରେମ କଳା
*ରସବତୀ
Line ୩୬ ⟶ ୩୯:
== ଆଧାର ==
{{ଆଧାର}}
 
==ବାହାର ଆଧାର==
* ଓଡିଆ ସାହିତ୍ୟର ଇତିହାସ, ମାୟାଧର ମାନସିଂହ, ପ୍ରକାଶକ: ଗ୍ରନ୍ଥ ମନ୍ଦିର
* ପ୍ରାଚୀନ ଓଡିଆ କବିତା ସମ୍ଭାର, ସମ୍ପାଦନା: ଯତୀନ୍ଦ୍ର ମୋହନ ମହାନ୍ତି, ପ୍ରକାଶକ: ସୁବର୍ଣ୍ଣରେଖା, ଭୁବନେଶ୍ଵର
 
{{ଓଡ଼ିଆ ସାହିତ୍ୟ}}