"ଜ୍ୟୋତିର୍ଲିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅନୁବାଦ
ଟିକେ ବନାନ
୫ କ ଧାଡ଼ି:
{{Location map~|India|label='''ସୋମନାଥ'''|mark=Green_pog.svg|position=right|lat=20.888028|long=70.401278}}
{{location map~|India|label='''ମଲ୍ଲିକାର୍ଜୁନ'''|mark=Green_pog.svg|position=right|lat=16.073889|long=78.968056}}
{{location map~|India|label='''ମହାକାଳେଶ୍ବରମହାକାଳେଶ୍ଵର'''|mark=Green_pog.svg|position=top|lat=23.182778|long=75.768333}}
{{location map~|India|label='''ଓଁକାରେଶ୍ବରଓଁକାରେଶ୍ଵର'''|mark=Green_pog.svg|position=right|lat=22.249722|long=79.151667}}
{{location map~|India|label='''ବୈଦ୍ୟନାଥ'''|mark=Green_pog.svg|position=right|lat=24.4925|long=86.7}}
{{location map~|India|label='''ଭୀମାଶଙ୍କର'''|mark=Green_pog.svg|position=bottom|lat=19.072076|long=73.535807}}
{{location map~|India|label='''ରାମେଶ୍ବରରାମେଶ୍ଵର'''|mark=Green_pog.svg|position=right|lat=9.283333|long=79.3}}
{{location map~|India|label='''ନାଗେଶ୍ବରନାଗେଶ୍ଵର'''|mark=Green_pog.svg|position=right|lat=22.233333|long=68.966667}}
{{location map~|India|label='''କାଶୀ ବିଶ୍ବନାଥବିଶ୍ଵନାଥ'''|mark=Green_pog.svg|position=top|lat=25.310753|long=83.010614}}
{{location map~|India|label='''ତ୍ୟ୍ରମ୍ବକେଶ୍ବରତ୍ର୍ୟମ୍ବକେଶ୍ଵର'''|mark=Green_pog.svg|position=left|lat=19.933333|long=73.55}}
{{location map~|India|label='''କେଦାରନାଥ'''|mark=Green_pog.svg|position=right|lat=30.733333|long=79.066667}}
{{location map~|India|label='''ଘୃଷ୍ଣେଶ୍ବରଘୃଷ୍ଣେଶ୍ଵର'''|mark=Green_pog.svg|position=right|lat=20.024722|long=75.169444}}
}}
ବ୍ରହ୍ମା-ବିଷ୍ଣୁ-ମହେଶ୍ଵରଙ୍କୁ ହିନ୍ଦୁଧର୍ମ ବିଶ୍ଵାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ବର।ମହେଶ୍ଵର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର..ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ଵରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ଵରୂପ ଶିବ ହେଉଛନ୍ତି ମହାକାଳେଶ୍ଵର ।
 
 
[[ଶିବ]]ଙ୍କର ତେଜୋଦୀପ୍ତ ଜ୍ୟୋତିଙ୍କର ସ୍ଵୟଂପ୍ରକିଆଶ ହିଁ ଜ୍ୟୋତିର୍ଲିଙ୍ଗ । ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର [[ମହାଶିବରାତ୍ରି ]]ରୂପେ ପାଳିତ ହେଉଅଛି । ଭକ୍ତ ମାନେ [[ଶିବ]] ମନ୍ଦିରରେ ସାରା ରାତ୍ରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିବ ଆରାଧନା ବ୍ରତ ପାଳନ କରୁଥିବାରୁ ଏହା [[ମହାଶିବରାତ୍ରି]] ବା ଜାଗରଯାତ୍ରା ରୂପେ ପ୍ରସିଦ୍ଧ ।ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ଵରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ [[ଭାରତ]]ର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ଵାଦଶ '''ଜ୍ୟୋତିର୍ଲିଙ୍ଗ''' ରୂପେ ପୁଜା ପାଉଛନ୍ତି ।<ref>www.mahashivratri.org/about-lord-shiva.html</ref>
 
===ଦ୍ବାଦଶଦ୍ଵାଦଶ ଜ୍ୟୋତିର୍ଲିଙ୍ଗ===
{| class="wikitable"
|-
୪୭ କ ଧାଡ଼ି:
|-
| 3
| [[Mahakaleshwar Jyotirlinga|ମହାକାଳେଶ୍ବରମହାକାଳେଶ୍ଵର]]
| [[File:Mahakal Temple Ujjain.JPG|100px]]
| [[ମଧ୍ୟ ପ୍ରଦେଶ]]
୫୪ କ ଧାଡ଼ି:
|-
| 4
| [[ଓଁକାରେଶ୍ଵର]]
| [[ଓଁକାରେଶ୍ବର]]
| [[File:Omkareshwar.JPG|100px]]
| [[ମଧ୍ୟ ପ୍ରଦେଶ]]
୬୫ କ ଧାଡ଼ି:
| [[ଉତ୍ତରାଖଣ୍ଡ]]
| [[ହିମାଳୟ ପର୍ବତ କୋଳସ୍ଥ ]]
| [[ଉତ୍ତରାଖଣ୍ଡ]]ର ରାଜ୍ୟର [[ଗଡ଼ୱ୍ଆଲଗଡ଼ୱାଲ]] ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର [[ମନ୍ଦାକିନୀ]] ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ ।ଭଗବାନ। ଭଗବାନ [[ଶିବ]] ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି ।ହିନ୍ଦୁଶାସ୍ତ୍ର। ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।
|-
| 6
୭୫ କ ଧାଡ଼ି:
|-
| 7
| [[Kashi Vishwanath Temple|କାଶୀ ବିଶ୍ବନାଥବିଶ୍ଵନାଥ]]
|
| [[ଉତ୍ତର ପ୍ରଦେଶ]]
୮୨ କ ଧାଡ଼ି:
|-
| 8
| [[Trimbakeshwar Shiva Temple|ତ୍ୟ୍ରମ୍ବକେଶ୍ବରତ୍ର୍ୟମ୍ବକେଶ୍ଵର]]
| [[File:Trimbakeshwar Shiva Temple, Trimbak, Nashik district.jpg|100px]]
| [[ମହାରାଷ୍ଟ୍ର]]
୯୬ କ ଧାଡ଼ି:
|-
| 10
| [[ନାଗେଶ୍ଵର]]
| [[ନାଗେଶ୍ବର]]
| [[File:Nageshwar Temple.jpg|100px]]
| [[ଗୁଜରାଟ]]
|[[ଦ୍ବାରକାଦ୍ଵାରକା ନିକଟସ୍ଥ ]]
| ଗୁଜୁରାଟର ଦ୍ଵାରକା ନିକଟରେ ବିରାଜମାନ।
|-
| 11
| [[Ramanathaswamy Temple, Rameswaram|ରାମେଶ୍ବରରାମେଶ୍ଵର]]
| [[File:Ramanathar-temple.jpg|100px]]
| [[ତାମିଲନାଡୁ]]
| [[ରାମେଶ୍ଵରମ]]
| [[ରାମେଶ୍ବରମ୍ ]]
|[[ତାମିଲନାଡୁ]]ର ରାମେଶ୍ଵରମ ଠାରେ ବିରାଜମାନ।
|-
| 12
| [[ଘୃଷ୍ଣେଶ୍ଵର]]
| [[ଘୃଷ୍ଣେଶ୍ବର]]
| [[File:Grishneshwar Temple.jpg|100px]]
| [[ମହାରାଷ୍ଟ୍ର]]
| [[ଅଉରଙ୍ଗାବାଦ]]-[[ଦୈଉଲତାବାଦଦୌଲତାବାଦ]]-[[ଏଲୋରା]] ନିକଟ
|[[ମହାରାଷ୍ଟ୍ର]] ଅଉରଙ୍ଗାବାଦ-ଦୈଉଲତାବାଦ-ଏଲୋରା ନିକଟରେ ବିରାଜମାନ।
|}<ref>http://www.shaivam.org/siddhanta/sp/spjyoti.htm</ref>
୧୨୦ କ ଧାଡ଼ି:
*[[ଶିବ]]
*[[ମହା ଶିବରାତ୍ରି]]
 
{{ମୁଣ୍ଡିଆ}}
==ଆଧାର==
{{ଆଧାର}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:ହିନ୍ଦୁ ଧର୍ମ]]
 
{{ମୁଣ୍ଡିଆ}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bn:জ্যোতির্লিঙ্গ]]
[[de:Jyotirlinga]]