"ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding ki:WHO
ଟିକେ Robot: Cosmetic changes
୨ କ ଧାଡ଼ି:

{{Infobox United Nations
| name = World Health Organization
منظمة الصحة العالمية
世界卫生组织
Organisation mondiale de la Santé
Всемирная организация здравоохранения
Organización Mundial de la Salud
| image = Flag of WHO.svg
| image size = 225px
| caption = Flag of the World Health Organization
| type = Specialized agency of the United Nations
| acronyms = WHO
OMS
| headquarters= [[Geneva]], Switzerland
| head = [[Margaret Chan|Dr. Margaret Chan]]
୧୮ କ ଧାଡ଼ି:

୧୯୪୮ ମସିହା ଏପ୍ରିଲ ୭ ତାରିଖରେ [[ଜାତିସଂଘ]] ପକ୍ଷରୁ ପ୍ରତିଷ୍ଠା ହେଇଥିଲା '''ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ'''(WHO)। <ref>http://www.who.int/about/history/en/index.html</ref>ବିଶ୍ଵରେ ସ୍ଵାଥ୍ୟ ସେବା ସମ୍ପର୍କିତ ବିବରଣୀ ସଂଗ୍ରହ କରିବା ଏବଂ ଏହାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଥିଲା ଏହି ସଂଗଠନର ଉଦ୍ଦେଶ୍ୟ ।ଏହାର ମୂଖ୍ୟାଳୟ [[ସୁଇଜରଲାଣ୍ଡ]]ର [[ଜେନେଭା]] ଠାରେ ପ୍ରତିଷ୍ଠା ହେଇଥିଲା ।ଅବଶ୍ୟ ଏହା ପୂର୍ବରୁ ସଂଗଠନ ପ୍ରତିଷ୍ଠା ଲାଗି ୧୯୪୬ ଜୁଲାଇ ୨୨ ରେ [[ଜାତିସଂଘ]]ର ୬୧ଟି ସଦସ୍ୟ ରାଷ୍ଟ୍ର ଏକ ରାଜିନାମା ସ୍ଵାକ୍ଷର କରିଥିଲେ ।ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପ୍ରଥମ ବୈଠକ ୧୯୪୮ ଜୁଲାଇ ୨୪ରେ ଶେଷ ହେଇଥିଲା ।ପ୍ରତିଷ୍ଠା ହେବା ଦିନରୁ ସଂଗଠନ ବିଶ୍ଵରୁ [[ବସନ୍ତରୋଗ]] ସମ୍ପୁର୍ଣ୍ଣ ଭାବେ ଲୋପ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା ଏବଂ ଏଦିଗରେ ସଫଳ ମଧ୍ୟ ହେଇଥିଲା ।<ref>http://whqlibdoc.who.int/hist/chronicles/health_org_1931.pdf</ref>
== ଆଧାର ==
{{ଆଧାର}}