"ଓଡ଼ିଆ କାବ୍ୟ କବିତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Cosmetic changes
No edit summary
୩ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଆ ଭାଷା]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
 
ଓଡିଆ କାବ୍ୟ କବିତା ନିଜର ଅସ୍ଥିତ୍ଵ ମହାଭାରତ ଜୁଗ ରୁ ତଥା ପଞ୍ଚଦଶ ଶତାବ୍ଦି ରୁ ପ୍ରମାଣିତ କରି ସରିଛି ł ଚତୁର୍ଦଶ ଶତାବ୍ଦି ରୁ ଅଷଟାଦଶ ଶତାବ୍ଦି ମଧ୍ୟ ରେ ଅନେକ ମ୍ଧ୍ୟବୟସ୍କିଅ( କାବ୍ୟ, ପୁରାଣ,ଛନ୍ଦ,ଭଜନ,ଚମ୍ପୁ,ଚ୍ଉତିଶ) ଆଦି ରଚନା କରା ଜାଇଛି ł ସେ ସମୟ ରେ ରାଜ ଦରବାର ରେ ଓ ଲୋକ ନ୍ରୁତ୍ୟ ରେ ଏହି କାବ୍ୟ ସବୁ ବୟବହ୍ରୁତ ହେଉଥିଲା ł
 
ରାଧାନାଥ ରାୟ (୧୮୪୮-୧୯୦୮) - ପ୍ରଥମ କବି ଜିଏ କି ନମଧ୍ୟବୟ୍ସ୍କିଅ କାବ୍ୟ କବିତ ର ପରମ୍ପରା ବଦଲାଇ ଥିଲେ ł ସେ ରଚନା କରି ଥିଲେ ନୂତନ ଧାରା ରେ କବିତା ł ସେ ବିଦେଶ ରୁ ଶିଖ୍ୟା ଅର୍ଜନ କରି ଥିଲେ ł ସେ ନ' ଗୋଟି କାବ୍ୟ ରଚନା କରି ଥିଲେ ł ସେ ଏହି ପରି ଅନେକ ବିଷୟବସ୍ତୁ ରଚନା କରି ଥିଲେ ଜହ କି ଗ୍ରିକ୍ ସୂତ୍ର ରୁ ଆଧାରିତ ł ତାଙ୍କ ର ଲେଖା ଶୈଳି ରେ ଦେଶଭକ୍ତି ,ଭାରତ ଓ ବିଦେଶ ର ମିଶ୍ରଣ ଦେଖିବାକୁ ମିଳି ଥାଏ ł