"ତାଜମହଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Robot: Adding sa:ताजमहल् |
ଟିକେ r2.7.3) (Robot: Adding af:Taj Mahal; cosmetic changes |
||
୩୨ କ ଧାଡ଼ି:
ମୋଗଲ କାରିଗରୀର ମୁଖ୍ୟ ନିଦର୍ଶନ ହେଉଛି ତାଜ ମହଲ ଯାହା ପର୍ସିୟାନ, ତୁର୍କୀ ଓ ଭାରତୀୟ କାରିଗରୀର ସମାହାର। <ref>{{Cite journal|title=Review of Mughal Architecture: Its outline and its history|journal=[[The Journal of Asian Studies]]|first=Parween|last=Hasan|volume=53|date=November 1994|page=1301|issue=4|postscript=<!--None-->}}</ref><ref>Lesley A. DuTemple, "The Taj Mahal", Lerner Publishing Group (March 2003). pg 26: "The Taj Mahal, a spectacular example of Moghul architecture, blends Islamic, Hindu and Persian styles"</ref>
== ଅବସ୍ଥିତି ==
ତାଜମହଲ ପାଖାପାଖି ୨୨୧ ହେକ୍ଟର (୫୫୨ ଏକର) ପରିମିତ ସ୍ଥାନରେ ବ୍ୟାପ୍ତ। ଏହା ଭିତରେ କେବଳ ତାଜ ମହଲ ହେଉଛି ୩୮ ହେକ୍ଟରର ଓ ୧୩୮ ହେକ୍ଟର ହେଉଛି ତାଜ ସଂରକ୍ଷିତ ଜଙ୍ଗଲ ଇଲାକା। <ref>http://whc.unesco.org/en/list/252</ref>
== ନିର୍ମାତା ==
ଏହାର ନିର୍ମାତା ଆଡ଼ମ୍ବରପ୍ରିୟ ମୋଗଲ ସମ୍ରାଟ [[ଶାହଜାହାନ|ସାହାଜାହାନ]]। ସେ ନିଜ ତୃତୀୟ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ। ଏହା ମୁସଲିମ କଳାର ଶିରୋମଣି ଭାବେ ଭାରତରେ ପରିଗଣିତ ହୋଇଥାଏ ତଥା ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ନମୁନା ବୋଲି ମଧ୍ୟ ଏହା ପ୍ରଖ୍ୟାତ।
ତାଙ୍କ ବିଳାସ ପ୍ରିୟତାର ଅନ୍ୟ ଏକ ନିଦର୍ଶନ ହେଉଛି ମୟୁର ସିଂହାସନ। ‘‘ପର୍ସିଆନ’’ନାମକ ଗ୍ରନ୍ଥରେ ତାଙ୍କ ନିତିଦିନିଆ ଜୀବନର ଯେଉଁ ବିବରଣୀ ଦେଖିବାକୁ ମିଳେ, ତହିଁରେ ତାଙ୍କ ସୁଶାସନ, କର୍ମନିଷ୍ଠା ଓ ପ୍ରଜାବତ୍ସଳତାର ପ୍ରମାଣ ମିଳିଥାଏ।
== ନିର୍ମାଣର ଇତିହାସ ଓ ନାମ କରଣ ==
ତାଜ ମହଲ ଶବ୍ଦ [[ମମତାଜ ମହଲ]] ଶବ୍ଦର ରୂପାନ୍ତର ମାତ୍ର। ପତିପ୍ରାଣା ମମତାଜ ହେଉଛନ୍ତି ଭୁବନମୋହିନୀ ନୁରଜାହାନଙ୍କ ଭାଇ ଆସଫ ଖାଁଙ୍କ ଝିଅ। ସାହାଜାହାନ ଏହାଙ୍କୁ ୧୬୧୨ ମସିହାରେ ବାହା ହୋଇଥିଲେ। ଏହାଙ୍କର ୧୯ ବର୍ଷର ବୈବାହିକ ଜୀବନରେ ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ ଶେଷ ସନ୍ତାନ ଜନ୍ମ ନେବାର ଅଳ୍ପ ଦିନ ଆଗରୁ ତା’ର କାନ୍ଦିବା ଶବ୍ଦ ତାଙ୍କୁ ଶୁଭିଥିଲା। ସାଧାରଣ ମାନ୍ୟତା ରହିଛି ଯେ, ଯଦି ମା ଗର୍ଭସ୍ଥ ଶିଶୁର କ୍ରନ୍ଦନ ଧ୍ୱନି ଶୁଣେ, ତେବେ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ। ଏଥିପାଇଁ ସେ ଅଧିର ହୋଇ ସାହାଜାହାନଙ୍କୁ ଏ କଥା ଜଣାଇଲେ। ୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ପୀଡ଼ିତ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ମଙ୍ଗଳବାର ଦିନ ତାଙ୍କର ଶେଷ ସନ୍ତାନ ଗୌହରା ବେଗମକୁ ଜନ୍ମ ଦେଇ ସେ ଇହଲୀଳା ସମ୍ବରଣ କରିଥିଲେ।<ref>{{cite web|url=http://www.pbs.org/treasuresoftheworld/a_nav/taj_nav/main_tajfrm.html |title=Public Broadcasting Service |publisher=PBS |accessdate=2 February 2010}}</ref> ମୃତ୍ୟୁ ପୂର୍ବରୁ ସେ ନିଜ ସ୍ୱାମୀ ସମ୍ରାଟ ସାହାଜାହାନଙ୍କୁ ଦୁଇଟି ଅନୁରୋଧ କରିଥିଲେ : ପ୍ରଥମରେ ସମ୍ରାଟଙ୍କ ଅନ୍ତେ ତାଙ୍କ ଚାରି ପୁଅଙ୍କୁ ସିଂହାସନ ମିଳୁ ଓ ଦ୍ୱିତୀୟରେ ତାଙ୍କ ସମାଧୀ କ୍ଷେତ୍ରରେ ଏକ ଭବ୍ୟ ସମାଧି ମନ୍ଦିର ନିର୍ମିତ ହେଉ। ତାଙ୍କର ଶେଷ ଇଚ୍ଛାକୁ ପୂରଣ କରି ସାହାଜାହାନ ନିର୍ମାଣ କରିଥିଲେ ଏମିତି ଏକ ଆଶ୍ଚର୍ଯ୍ୟ ମହଲ ଓ ଏହାର ନାମ କରଣ ମମତାଜଙ୍କ ନାମାନୁସାରେ କରିଥିଲେ। <ref>{{cite web|url=http://www.pbs.org/treasuresoftheworld/a_nav/taj_nav/main_tajfrm.html |title=Public Broadcasting Service |publisher=PBS |accessdate=2 February 2010}}</ref> ତାଜମହଲର ନିର୍ମାଣ ୧୬୩୨ରେ ଆରମ୍ଭ ହୋଇଥିଲା।<ref name="TajMahalHistory">{{cite web|url=http://www.ourworldwonders.com/TajMahal/History.htm|title=Taj Mahal History}}</ref>
୪୭ କ ଧାଡ଼ି:
ତାଜ ମହଲ ନିର୍ମାଣରେ ପାରସ୍ୟ କାରିଗରୀ, ତଥା ମୋଗଲ କାରିଗରୀର ଉପଯୋଗ ଓ ଅଭିବୃଦ୍ଧି କରା ଯାଇଥିଲା। ତିମୁରିଦ ରାଜବଂଶ ଓ ଅନ୍ୟ କେତେକ ମୋଗଲ ଭବନ ଯଥା, ଗୁର-ଇ-ଅମିର (ସମରକନ୍ଦଠାରେ ଥିବା ମୋଗଲ ରାଜବଂଶର ଜନକ ତିମୁରଙ୍କ ସମାଧି), <ref>Chaghtai ''Le Tadj Mahal'' p. 146.</ref> ହୁମାୟୁନଙ୍କ ସମାଧି, ଇତମାଦ-ଉଦ-ଦୌଲାଙ୍କ ସମାଧି (କେହି କେହି ଏହାକୁ ଶିଶୁ ତାଜ କହନ୍ତି), ସାହାଜାହାନଙ୍କ ନିର୍ମିତ ଦିଲ୍ଲୀର ଜାମା ମସଜିଦ। ଯଦିଓ ପୂର୍ବତନ ମୋଗଲ ଭବନ ଗୁଡ଼ିକ ଅଧିକତର ଲୋହିତ ଶିଳା ଖଣ୍ଡରେ ନିର୍ମିତ ହୋଇଥିଲେ, ତାଜ ମହଲ ନିର୍ମାଣରେ ସାହା ଜାହାନ ଧଳା ଶଙ୍ଖ ମଲମଲ ପଥରରେ ମୂଲ୍ୟବାନ ପଥରର ଖୋଦେଇ କରାଇଥିଲେ। ତାଙ୍କର ତତ୍ତ୍ୱାବଧାନରେ ନିର୍ମିତ ଏଇ ପ୍ରାସାଦମାନ ଶିଳ୍ପ ଚାତୁର୍ଯ୍ୟ ସଂସ୍କାରର ଏକ ନୂତନ ସ୍ତରକୁ ଉପଲବ୍ଧି କରିଥିଲା। <ref>Copplestone, p. 166.</ref>
== ନିର୍ମାଣ ସାମଗ୍ରୀ ==
ତାଜ ନିର୍ମାଣରେ ଲୋହିତ ପଥର ଛଡ଼ା ଶଙ୍ଖମଲମଲ ପଥର ସମେତ କୋଡ଼ିଏଟି ମୂଲ୍ୟବାନ ପଥର ଉପଯୋଗ କରା ଯାଇଛି। କୁହାଯାଏ [[ଫତେପୁର ସିକ୍ରି]]ରୁ ଏକ ଲକ୍ଷ ଚଉଦ ହଜାର ଶଗଡ଼ରେ ଲୋହିତ ପଥର ଏଠାକୁ ଅଣା ଯାଇଥିଲା। ତଦାନୀନ୍ତନ ମୋଗଲ ସାମ୍ରାଜ୍ୟର ଅଧସ୍ତନ ରାଜାମାନେ ଉପଢୌକନ ସଦୃଶ ବହୁସଂଖ୍ୟକ ଶିଳାଖଣ୍ଡ ତାଜ ନିର୍ମାଣ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏପରିକି ପ୍ରଜାମାନେ ବାର୍ଷିକ କର ବଦଳରେ ଶିଳା ଦାନ କରି ସମ୍ରାଟଙ୍କର ପ୍ରିୟ ଭାଜନ ହେଉଥିଲେ।
== ବିଶେଷତା, ସୁନ୍ଦରତା ଓ ଆକର୍ଷଣ ==
[[
[[
[[
ତାଜର ଚାରିପାଖରେ ଲୋହିତ ଶିଳା ନିର୍ମିତ ଏକ ବିଶାଳ ପ୍ରାଚୀର ରହିଛି। ଏହି ପ୍ରାଚୀର ପୂର୍ବରୁ ପଶ୍ଚିମ ୧୨୪୦ ହାତ ଲମ୍ବା ଓ ଉତ୍ତର-ଦକ୍ଷିଣରେ ୬୬୭ ହାତ ଓସାର। ପ୍ରାଚୀରର ପାଦ ଦେଶରେ କାଳିନ୍ଦୀ ନଦୀ ପ୍ରବହମାନା। ଏହି ସୁବିଶାଳ ପ୍ରାଚୀରର ଚାରି କୋଣରେ ଚାରିଟି ଟରେଟ ବା ଚୂଡ଼ା ଓ ତିନି ପାଖରେ ତିନିଟି ଉଚ୍ଚ ତୋରଣ ବିଦ୍ୟମାନ। ସବୁଠାରୁ ଉଚ୍ଚ ତୋରଣଟି ହେଉଛି ତାଜମହଲକୁ ପ୍ରବେଶର ପ୍ରଧାନ ମାର୍ଗ। ତୋରଣର ଉପରିଭାଗରେ ମନୋହର ସ୍ତମ୍ଭଗୃହ, ତା’ ଉପରେ ୨୬ଟି ସୁନା କଳସ ଗୋଟିଏ ଧାଡ଼ିରେ ସଜା ହୋଇ ରହିଛି। ପ୍ରାଚୀର ଅତିକ୍ରମ କରି ତୋରଣ ପଥ ଦେଇ ଭିତରକୁ ପ୍ରବେଶ କଲେ ତରୁଲତା ଗୁଳ୍ମରାଜି ଶୋଭିତ, ବିବିଧ ରଙ୍ଗର ପୁଷ୍ପ ମଣ୍ଡିତ, ଏକ ଉଦ୍ୟାନ ଦେଖିବାକୁ ମିଳେ। ଏହା ତାଜମହଲର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।
[[
ତାଜମହଲରେ ଥିବା [[ମୟୁର ସିଂହାସନ]]କୁ ଅବିକଳ ଜୀବନ୍ତ ମୟୁର ସଦୃଶ ଆକର୍ଷଣୀୟ କରିବାଲାଗି ସେ ଯେଉଁଠି ଯେଉଁ ରଙ୍ଗର ପଥର ଦରକାର ତାକୁ ଖଞ୍ଜାଇ ଥିଲେ। ତାଜମହଲରେ ଖଚିତ ଫୁଲ ଫଳ ଆଦି ଚିତ୍ରକୁ ସଜୀବ କରିବାଲାଗି ସେ ହୀରା, ନୀଳା, ମାଣିକ୍ୟ ଆଦି ବହୁ ମୂଲ୍ୟବାନ ଚିଜକୁ କାମରେ ଲଗାଇଥିଲେ। ତାଜ ର ଭିତ୍ତି, ବୃତ୍ତି, ଯବନିକା, ଛାତ ଆଦି ଏତେ ନିପୁଣତାର ସହିତ ନିର୍ମିତ ଯେ, ଏବେବି ତାକୁ ଦେଖିଲେ ଲାଗେ ସତେ ଯେମିତି ଏଇ କିଛି କାଳ ଆଗରୁ ନିର୍ମାଣ କରା ଯାଇଅଛି। ପତ୍ରର ସୂକ୍ଷ୍ମ ଶିରା, ଫୁଲର କେଶର, ବୃନ୍ତାଦି ଅତି ସୂକ୍ଷ୍ମାତିସୂକ୍ଷ୍ମ ଅଂଶ ଗୁଡ଼ିକ ମଧ୍ୟ ଅତି ବିଚକ୍ଷଣତାର ସହିତ ଚିତ୍ରିତ ହୋଇଛି। ବିଭିନ୍ନ ପଥରଖଣ୍ଡକୁ ଏତେ ଦକ୍ଷତାର ସହିତ ଯୋଡ଼ି ଦିଆ ଯାଇଛି ଯେ, ଏହାର ଯୋଡ଼େଇକୁ ଧରିବା କାଠିକର ପାଠ।
[[
[[
== ରକ୍ଷଣା ବେକ୍ଷଣ ==
ମମତାଜଙ୍କ ମୃତ୍ୟୁର ୧୨ ବର୍ଷ ଉତ୍ତାରୁ, ୧୬୪୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସ ୨୭ ତାରିଖରେ ସମ୍ରାଟ ତାଜ ମହଲ ପରିଦର୍ଶନ କରି ଆଗ୍ରା ନଗରୀ ଅନ୍ତର୍ଗତ ତିରିଶିଟି ପ୍ରଗଣାର ଆୟ, ଯାହା ତତ୍କାଳୀନ ଏକ ଲକ୍ଷମୁଦ୍ରାଥିଲା, ତାକୁ ତାଜର ସୌନ୍ଦର୍ଯ୍ୟ ସଂରକ୍ଷଣ, ଆଗତ ପର୍ଯ୍ୟଟକଙ୍କର ଅଭ୍ୟର୍ଥନା ଓ ବାର୍ଷିକ ଉତ୍ସବାଦିରେ ବ୍ୟୟ କରିବାକୁ ନିଶ୍ଚିତ କରିଥିଲେ। ଏହା ସହିତ ତତ୍ ସଂଲଗ୍ନ ସରାଇ ବା ପାନ୍ଥନିବାସ ଆଦିରୁ ମିଳୁଥିବା ଏକଲକ୍ଷ ମୁଦ୍ରା ମଧ୍ୟ ଏଥିପାଇଁ ନିର୍ଦ୍ଧାରିତ ହୋଇଥିଲା ।
== ଅବକ୍ଷୟ ==
କାଳକ୍ରମେ ତାଜମହଲରେ ଖଚିତ ହୋଇଥିବା ମୂଲ୍ୟବାନ ପଥର ଖଣ୍ଡ ଅପହୃତ ହୋଇ ଯାଇଛି । ରାଜଦମ୍ପତିଙ୍କ ସମାଧି ପ୍ରକୋଷ୍ଠ ମଧ୍ୟସ୍ଥ ବେଦୀ ଉପରେ ଯେଉଁ ଦୁଇଖଣ୍ଡ ଉଜ୍ଜ୍ୱଳ ଶିଳା ଖଚିତ ହୋଇଥିଲା ତାହା କିଏ ଅପହରଣ କଲା ତାର ଇୟତ୍ତା ନାହିଁ। ଏପରିକି ସୁବର୍ଣ୍ଣ ରତ୍ନ ଆଦି ତାଜରେ ଖଚିତ ହୋଇଥିଲା, ଯାହା ଆଜି ଦେଖିବାକୁ ମିଳେନାହିଁ ।
== ପରିବେଶ ପ୍ରଦୂଷଣର ପ୍ରଭାବ ==
ବୈଞ୍ଜାନିକ ମାନେ ମତ ଦିଅନ୍ତି ଯେ ଆଗ୍ରା ଓ ଆଖ ପାଖ ଅଞ୍ଚଳରେ ଅବାଧ ଭାବେ ଶିଳ୍ପ କାରଖାନା ଆଦି ଗଢ଼ି ଉଠି ଥିବାରୁ ଯମୁନା ଦୂଷିତ ହେବା ସଙ୍ଗେ ସଙ୍ଗେ ବାୟୁମଣ୍ଡଳ ଦୂଷିତ ହେଉଛି । ଯାହା ପ୍ରଭାବ ତାଜମହଲ ଉପରେ ପଡୁଛି। ଏହା ତାଜମହଲଲ ଶଙ୍ଖମଲମଲ କାନ୍ଥକୁ ଦୁର୍ବଳ କରି ଦେଉଛି ।
== ପର୍ଯ୍ୟଟନ ==
ତାଜମହଲ ପ୍ରତି ବର୍ଷ ବହୁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଆକର୍ଷିତ କରିଥଏଵ।ୟୁନେସକୋ ଅନୁସାରେ ୨୦୦୧ ରେ ୨୦୦୦,୦୦୦ ରୁ ଅଧିକ ପର୍ଯ୍ୟଟକ ତାଜମହଲ ଭ୍ରମଣରେ ଆସିଥିଲେ।<ref>{{cite web| url =http://whc.unesco.org/archive/periodicreporting/APA/cycle01/section2/252.pdf | title =Periodic Reporting Exercise On The Application Of The World Heritage Convention | accessdate =25 May 2012 | author=UNESCO date =2002 | publisher=UNESCO }}</ref>
ତାଜମହଲରେ ପ୍ରବେଶଶୁଳ୍କ ଭାରତୀୟ ମାନଙ୍କ ପାଇଁ କମ ଥିବାବେଳେ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ଶୁଳ୍କ ଆଦାୟ କରାଯାଇଥାଏ । ଏଠାକୁ ଅକ୍ଟୋବର,ନଭେମ୍ବର ଓ ଫେବୃୟାରୀ ମାସରେ ଅଧିକ ପର୍ଯ୍ୟଟକମାନେ ଅସିଥାନ୍ତି।
== ଆଉ କିଛି ଛପା ==
<gallery>
Image:TajAndMinaret.jpg| ଭିତ୍ତି, ଗମ୍ବୁଜ ଓ ମିନାର
୮୫ କ ଧାଡ଼ି:
</gallery>
== ଆଧାର ==
{{ଆଧାର}}
[[am:ታጅ ማሃል]]
[[ar:تاج محل]]▼
[[an:Tach Mahal]]
▲[[ar:تاج محل]]
[[arz:تاج محل]]▼
[[as:তাজমহল]]
[[ast:Taj Mahal]]
[[az:Tac Mahal]]
[[bat-smg:Tadžmahals]]▼
[[bn:তাজমহল]]▼
[[zh-min-nan:Taj Mahal]]▼
[[be:Тадж-Махал]]
[[be-x-old:Тадж Махал]]
[[bg:Тадж Махал]]
▲[[bn:তাজমহল]]
[[bo:ཐེ་ཇི་བང་སོ།]]
[[
[[br:Taj Mahal]]
[[ca:Taj Mahal]]
[[cs:Tádž Mahal]]
▲[[co:Taj Mahal]]
[[cy:Taj Mahal]]
[[da:Taj Mahal]]
[[de:Taj Mahal]]
[[dv:ތާޖް މަޙަލް]]
[[el:Τατζ Μαχάλ]]▼
[[en:Taj Mahal]]
[[eo:Taĝ-Mahalo]]▼
[[et:Tāj Mahal]]
▲[[el:Τατζ Μαχάλ]]
▲[[es:Taj Mahal]]
▲[[eo:Taĝ-Mahalo]]
[[eu:Taj Mahal]]
[[fa:تاجمحل]]
[[
[[fr:Taj Mahal]]
[[fy:Taj Mahal]]
Line ୧୨୨ ⟶ ୧୨୬:
[[gl:Taj Mahal]]
[[gu:તાજ મહેલ]]
[[
[[hy:Թաջ Մահալ]]▼
[[hi:ताजमहल]]
[[hr:Taj Mahal]]
▲[[hy:Թաջ Մահալ]]
[[ig:Taj Mahal]]
[[ilo:Taj Mahal]]
▲[[id:Taj Mahal]]
[[os:Тадж-Махал]]▼
[[is:Taj Mahal]]
[[it:Taj Mahal]]
[[ja:タージ・マハル]]▼
[[jv:Taj Mahal]]
[[kn:ತಾಜ್ ಮಹಲ್]]▼
[[ka:თაჯ-მაჰალი]]
[[kk:Тәж Махал]]
▲[[kn:ತಾಜ್ ಮಹಲ್]]
▲[[sw:Taj Mahal]]
[[ko:타지마할]]
[[ku:Tac Mehel]]
[[la:Taj Mahal]]
[[lb:Taj Mahal]]
[[lt:Tadžmahalas]]
[[
[[mk:Таџ Махал]]
[[ml:താജ് മഹൽ]]
[[mn:Таж Махал]]▼
[[mr:ताजमहाल]]
▲[[arz:تاج محل]]
[[ms:Taj Mahal]]
▲[[mn:Таж Махал]]
[[my:တာ့ဂျ်မဟာရ်]]
▲[[nl:Taj Mahal]]
[[ne:ताजमहल]]
[[new:ताज्मकाल् (सन् १९९९या संकिपा)]]
▲[[ja:タージ・マハル]]
▲[[no:Taj Mahal]]
[[nn:Taj Mahal]]
[[oc:Taj Mahal]]
[[om:Taj Mahal]]
▲[[os:Тадж-Махал]]
[[pa:ਤਾਜ ਮਹਲ]]
[[pl:Tadź Mahal]]▼
[[pnb:تاج محل]]
[[ps:تاج محل]]
▲[[pl:Tadź Mahal]]
[[pt:Taj Mahal]]
▲[[ro:Taj Mahal]]
[[qu:Taj Mahal]]
[[ro:Taj Mahal]]
[[ru:Тадж-Махал]]
[[sa:ताजमहल्]]
[[sah:Тадж Махал]]
▲[[stq:Taj Mahal]]
[[scn:Taj Mahal]]
[[sh:Taj Mahal]]
[[si:ටජ්මහල්]]
[[simple:Taj Mahal]]
[[sk:Tádž Mahal]]
[[sl:Tadž Mahal]]
[[
[[sr:Таџ Махал]]
[[
[[su:Taj Mahal]]
▲[[fi:Taj Mahal]]
[[sv:Taj Mahal]]
[[
[[szl:Taj Mahal]]
[[ta:தாஜ் மகால்]]
[[tt:Таҗ Махал]]▼
[[te:తాజ్ మహల్]]
[[th:ทัชมาฮาล]]
[[tl:Tāj Mahal]]
[[tr:Tac Mahal]]
▲[[tt:Таҗ Махал]]
[[uk:Тадж Махал]]
[[ur:تاج محل]]
[[vi:Taj Mahal]]
▲[[fiu-vro:Tadž Mahal]]
[[war:Taj Mahal]]
[[yi:טאזש מאהאל]]
[[yo:Taj Mahal]]
[[zh-yue:泰姬陵]]▼
▲[[bat-smg:Tadžmahals]]
[[zh:泰姬陵]]
▲[[zh-min-nan:Taj Mahal]]
▲[[zh-yue:泰姬陵]]
|