"ହିନ୍ଦୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
{{copy edit}}
[[Image:HinduSwastika.svg|thumb|left| text| ହିନ୍ଦୁ ମାନଙ୍କ ସ୍ଵସ୍ତିକ ]]
'''ହିନ୍ଦୁ ''' କହିଲେ ଭାରତୀୟ ଉପ ମହାଦେଶର ମୂଳ ନିବସୀ ମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାଂସ୍କୃତିକ ଭାବଧାରା କୁ ବୁଝାଇଥାଏ ।
ସାଧାରଣ ଭାବରେ ହିନ୍ଦୁଧର୍ମର[[ହିନ୍ଦୁ ଧର୍ମ]]ର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ ।ହିନ୍ଦୁ ମାନେ ଆତ୍ମା,କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା,ଅହିସା ଆଦିରେ ବିଶ୍ଵାସ କରନ୍ତି । ପ୍ରାଚୀନ କାଳରୁ ହିନ୍ଦୁଧର୍ମକୁ[[ହିନ୍ଦୁ ଧର୍ମ]]କୁ [[ସନାତନ ଧର୍ମ]] ମଧ୍ୟ କୁହାଯାଉଛି।
 
ହିନ୍ଦୁ ଶବ୍ଦଟି [[ସିନ୍ଧୁନଦୀ]] ରୁ ଆସିଅଛି । ସିନ୍ଧୁନଦୀରରେ[[ସିନ୍ଧୁନଦୀ]]ରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବିକ ଅଧିବାସୀ ମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀରପରିଚିତ।[[ସିନ୍ଧୁନଦୀ]]ର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ ।
 
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ।ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ଵାସରୁ ଉତ୍ପନ ହେଇଛି।ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାସଶୀଳ ଧର୍ମ କୁହାଯାଏ।ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ।ସେଥିପାଇଁ ନିଜର ମନ,ବଚନ ଓ କର୍ମ ଦ୍ଵାରା ହିଂସା ଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ।ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ୍[[ପୁରାଣ]] ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା।ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।
 
୯୨ କରୋଡ଼ ଧର୍ମାବଲମ୍ବୀଙ୍କ ସହିତ[[ ହିନ୍ଦୁଧର୍ମହିନ୍ଦୁ ଧର୍ମ]],[[ଖ୍ରୀଷ୍ଟ ଧର୍ମ ]][[ଇସଲାମ ଧର୍ମ]] ପରେ ଦୁନିଆର ୩ୟ ବଡ଼ ଧର୍ମ।ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତ ଓ ନେପାଳରେ ବସବାସ କରନ୍ତି।
 
ହିନ୍ଦୁଧର୍ମରେ[[ହିନ୍ଦୁ ଧର୍ମ]]ରେ ଅନେକ [[ଗ୍ରନ୍ଥ]] ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ [[ରାମାୟଣ]][[ମହାଭାରତ]] ଅନ୍ୟତମ। [[ଭଗବତ ଗୀତା]] ମହାଭାରତର[[ମହାଭାରତ]]ର ଏକ ଅଂଶ ଏବଂ ଏହାକୁ ଚାରି ବେଦର[[ବେଦ]]ର ସାର ବୋଲି କୁହାଯାଏ।
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/ହିନ୍ଦୁ"ରୁ ଅଣାଯାଇଅଛି