"ହିନ୍ଦୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
223.196.209.44 (ଆଲୋଚନା) ଙ୍କ ଦେଇ କରାଯାଇଥିବା 86577 ସଙ୍କଳନଟି ପଛକୁ ଫେରାଇନିଆଗଲା
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|Hindu}}
{{copy edit}}
[[Image:HinduSwastika.svg|thumb|left| text| ହିନ୍ଦୁ ମାନଙ୍କ ସ୍ଵସ୍ତିକ ]]
ହିନ୍ଦୁ କହିଲେ ଭାରତୀୟ ଉପମହାଦେଶ ରଉପ ମହାଦେଶର ମୂଳ ନିବସୀ ମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାନ୍ସ୍କ୍ରୁତିକସାଂସ୍କୃତିକ ଭାବଧାରା କୁ ବୁଝାଜାଏ ବୁଝାଇଥାଏ
ସାଧାରଣ ଭାବରେ ହିନ୍ଦୁଧର୍ମର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ ।ହିନ୍ଦୁ ମାନେ ଆତ୍ମା,କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା,ଅହିସା ଆଦିରେ ବିଶ୍ଵାସ କରନ୍ତି । ପ୍ରାଚୀନ କାଳରୁ ହିନ୍ଦୁଧର୍ମକୁ ସନାତନ ଧର୍ମ ମଧ୍ୟ କୁହାଯାଉଛି।
 
ହିନ୍ଦୁ ଶବ୍ଦଟି ସିନ୍ଧୁନଦୀ ରୁ ଆସିଅଛି । ସିନ୍ଧୁନଦୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବିକ ଅଧିବାସୀ ମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀର ପୂର୍ବଦେଶ ହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ ।
 
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ।ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ଵାସରୁ ଉତ୍ପନ ହେଇଛି।ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାସଶୀଳ ଧର୍ମ କୁହାଯାଏ।ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ।ସେଥିପାଇଁ ନିଜର ମନ,ବଚନ ଓ କର୍ମ ଦ୍ଵାରା ହିଂସା ଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ।ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ୍ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା।ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।
ହିନ୍ଦୁ କହିଲେ ଭାରତୀୟ ଉପମହାଦେଶ ର ମୂଳ ନିବସୀ ମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାନ୍ସ୍କ୍ରୁତିକ ଭାବଧାରା କୁ ବୁଝାଜାଏ ।
ସାଧାରଣ ଭାବରେ ହିନ୍ଦୁ ଧର୍ମର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ ।
ହିନ୍ଦୁ ମାନେ ଆତ୍ମା, କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା , ଅହିସା ଆଦିରେ ବିଶ୍ଵାସ କରନ୍ତି ।
ହିନ୍ଦୁ ଶବ୍ଦଟି ସନ୍ସ୍କ୍ରୁତ ଶବ୍ଦ ସିନ୍ଧୁରୁ ଆସିଅଛି ।
 
୯୨ କରୋଡ଼ ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ,ଖ୍ରୀଷ୍ଟ ଓ ଇସଲାମ ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ।ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତ ଓ ନେପାଳରେ ବସବାସ କରନ୍ତି।
 
ହିନ୍ଦୁଧର୍ମରେ ଅନେକ ଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ ରାମାୟଣ ଓ ମହାଭାରତ ଅନ୍ୟତମ। ଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି ବେଦର ସାର ବୋଲି କୁହାଯାଏ।
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/ହିନ୍ଦୁ"ରୁ ଅଣାଯାଇଅଛି