୨୫,୦୪୮
ଗୋଟି ସମ୍ପାଦନା
ଟିକେ (r2.7.3) (Robot: Adding ar:منطقة سونيبور) |
ଟିକେ (ଅତିରିକ୍ତ ଛାଞ୍ଚ ହଟାଗଲା) |
||
| website = {{official|subarnapur.nic.in}}
}}
'''ସୋନପୁର ଜିଲ୍ଲା''' ବା '''ସୁବର୍ଣ୍ଣପୁର ଜିଲ୍ଲା''', [[ଓଡ଼ିଶା]]ର ଏକ ପ୍ରଶାସନିକ ଜିଲ୍ଲା । [[ସୋନପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ଷୋନାପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, [[ସୋନପୁର]]ର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡ଼ୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
* ଶୁକତେଲ
===ଜନସଂଖ୍ୟା===
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।<ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref>
* ପୁରୁଷ: ୩,୩୨,୮୯୭
* ମହିଳା: ୩,୧୯,୨୧୦
** ମହିଳା: ୮୪.୭୮%
==ପ୍ରଶାସନିକ ବିଭାଗ==
* ଉପଖଣ୍ଡ (ସବ୍ ଡିଭିଜନ): (୨) ୧. [[ସୋନପୁର]] ଓ ୨. ବୀରମହରାଜପୁର
* ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
* ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
==ଆଧାର==
{{
==ଦ୍ରଷ୍ଟବ୍ୟ==
* Pasayat, C. (1994), "Myth and Reality in Little Tradition: A Study of Dandanata in Orissa" in ''Man in India'', Vol.74, No.4, December 1994, pp. 413–427.
* Pasayat, C. (1998), ''Tribe, Caste and Folkculture'', Jaipur/New Delhi: Rawat Publications.
* Pasayat, C. (2003), ''Glimpses of Tribal and Folkculture'', New Delhi: Anmol Pub. Pvt. Ltd.
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:منطقة سونيبور]]
[[de:Subarnapur (Distrikt)]]
|