"କଳ୍ପନା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Cosmetic changes
୫୭ କ ଧାଡ଼ି:
୧୯୯୧ରେ ଢେଙ୍କାନାଳ ଆଇନ ବିଦ୍ୟାଳୟରୁ ଆଇନରେ ସ୍ନାତକ (ଏଲ.ଏଲ.ବି)
 
=== ପର୍ବତାରୋହଣ ===
ଏଭେରେଷ୍ଟ ଶୃଙ୍ଗକୁ ଛୁଇଁବାରେ କଳ୍ପନା ଦାଶ ହେଉଛନ୍ତି ପ୍ରଥମ ଓଡ଼ିଆ, ପ୍ରଥମ ଅସୈନିକ (civilian) ଓ ସବୁଠାରୁ ବୟସ୍କା ଭାରତୀୟ ମହିଳା(୪୨)। <ref>{{cite web|title=www.tribuneindia.com/2008/20081005/spectrum/main2.htm}}</ref>
 
୭୨ କ ଧାଡ଼ି:
ପର୍ବତାରୋହଣ କରିବାରେ ଅନେକ ଅର୍ଥର ଆବଶ୍ୟକତା ରହିଥାଏ, ଯାହା ବ୍ୟକ୍ତିଗତ ଭାବେ ତାଙ୍କଦ୍ୱାରା ପୂରଣ କରିବା ସମ୍ଭବ ନ ଥିଲା। ଢେଙ୍କାନାଳର କତିପୟ ବାସିନ୍ଦା ଏବଂ ଢେଙ୍କାନାଳର ଜିଲ୍ଲାପାଳ ତାଙ୍କୁ ଏ ଦିଗରେ ଆର୍ଥିକ ସାହାଯ୍ୟ କରିଥିଲେ ଯାହା ଯଥେଷ୍ଟ ନ ଥିଲା। ଏପରିକି ସରକାରଙ୍କ ତରଫରୁ ମଧ୍ୟ ଯାହା ସାହାଯ୍ୟ ମିଳିଲା ତାହାଥିଲା ସମୁଦ୍ରକୁ ଶଙ୍ଖେ ପାଣି ପରି। ଯଦିଓ ସେ ପେଶାରେ ଜଣେ ଓକିଲ, ତଥାପି ଓକିଲାତି ପାଇଁ ତାଙ୍କ ପାଖରେ ଖୁବ୍ କମ୍ ସମୟଥିଲା, କାରଣ ତାଙ୍କ ଜୀବନର ପ୍ରାଥମିକତା ଥିଲା ପର୍ବତାରୋହଣ।
 
== ସଫଳତା ଓ ସମ୍ମାନ ==
 
ନେପାଳ, ଆମେରିକା, କାନାଡ଼ା ଓ ୟୁକ୍ରେନର ପର୍ବତାରୋହୀଙ୍କୁ ନେଇ ଗଠିତ ଦଳକୁ ନେଇ ସେ ୨୦୦୮ ମସିହା ମେ ମାସ ୨୧ ତାରିଖ, ୧୧.୪୫ ସମୟରେ ସେ ହିମାଳୟର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରିବାରେ ସଫଳ ହୋଇ ପାରିଥିଲେ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ଏଭେରେଷ୍ଟ ଆରୋହଣରେ ସଫଳ ହୋଇ ପାରିଛନ୍ତି। <ref>{{cite web|title=Orissa Reference Manual 2009- Part I, Page 102 (access date 21.5.2012)|url=http://orissa.gov.in/e-magazine/orissaannualreference/OR-Annual-2009/ORA-2009.htm}}</ref>
୮୦ କ ଧାଡ଼ି:
ତାଙ୍କର ସଫଳତା ପରେ ତାଙ୍କୁ ରାଜ୍ୟପାଳ ମାନନୀୟ ରାମେଶ୍ୱର ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ ଭବନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରାଯାଇଥିଲା।
== ଅନ୍ୟାନ୍ୟ କାର୍ଯ୍ୟକ୍ରମ ==
୪୨ ବର୍ଷ ବୟସରେ ଏଭେରେଷ୍ଟ ଆରୋହଣରେ ସଫଳ ହେଲାପରେ ତାଙ୍କର ଅଭିଳାଷ ଥିଲା ମାଉଣ୍ଟ ମ୍ୟାକ କିନଲେ (Mount McKinley), ଉତ୍ତର ଆମେରିକାର ସର୍ବୋଚ୍ଚ ପର୍ବତ ଶିଖର (୬୧୯୪ ମିଟର/୨୦୩୨୦ ଫୁଟ ଉଚ୍ଚ)କୁ ୫ ଜୁନ ୨୦୧୦ରେ ଆରୋହଣ କରିବାପାଇଁ, ଯାହା ଅତି ପ୍ରତିକୂଳ ପାଣିପାଗଯୁକ୍ତ (ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରୀ ସେଲସିୟସ)।
 
ପୂର୍ବ ପ୍ରସ୍ତୁତି ମୁତାବକ ସେ ମ୍ୟାକକିନଲେ ଅଭିଯାନରେ ୫ ଜୁନ ୨୦୧୦କୁ ବାହାରିଥିଲେ। ୧୪,୨୦୦ ଫୁଟ ଉଚ୍ଚ ଆରୋହଣ କରିବା ପରେ ସେ ଅସୁସ୍ଥତା କାରଣରୁ ନିଜର ଅଭିଯାନକୁ ୧୮ ଜୁନ ୨୦୧୦ରେ ବନ୍ଦ କରି ଓଡ଼ିଶା ଫେରି ଆସିଥିଲେ। <ref>[http://www.oriyanari.com/id38.html Kalpana Dash, the first oriya to conquer Mount Everest]</ref>.
== ଆଧାର ==
{{ଆଧାର}}
== ବାହାର ଆଧାର ==
* http://dhenkanal.nic.in/Mountaineer_Kalpan.htm
* http://www.everestnews.com/everest2008/arun2everest05212008.htm
* http://oriyanari.com/id38.html
* http://www.thaindian.com/newsportal/sports/everest-climber-kalpana-das-gets-warm-welcome-in-orissa_10057894.html
* http://odishanewstoday.com/news/549-govt-apathy-kalpana-dash-resorts-to-begging.html (Govt Apathy: Kalpana Dash resorts to Begging)
 
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:୧୯୬୬ ଜନ୍ମ]]