"କଳିଙ୍ଗ (ମହାଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ
ଟିକେ Robot: Cosmetic changes
୧ କ ଧାଡ଼ି:
{{about|ଭାରତୀୟ ପୁରାଣ ବର୍ଣ୍ଣିତ ଐତିହାସିକ କଳିଙ୍ଗ ସାମ୍ରାଜ୍ୟ||କଳିଙ୍ଗ, ଭାରତ}}
 
'''କଳିଙ୍ଗ''' [[ଭାରତ]]ର [[ଓଡ଼ିଶା]]ର ଉପକୂଳ ଭାଗ ଓ [[ଆନ୍ଧ୍ର ପ୍ରଦେଶ]]ର [[ଆନ୍ଧ୍ରା]] ଭାଗକୁ ନେଇ ଗଠିତ ଏକ ପୁରାତନ ସାମ୍ରାଜ୍ୟ । [[ମହାଭାରତ]]ର <!--[[କୁରୁ ବଂଶ|କୁରୁ]] ରାଜଜେମା ଓ--> [[କୌରବ|ଦୁର୍ଯ୍ୟୋଧନ]]ଙ୍କ ପତ୍ନୀ କଳିଙ୍ଗରୁ ଥିଲେ ବୋଲି ଏଥିରେ ବର୍ଣ୍ଣିତ । ଏଥି ସକାଶେ କଳିଙ୍ଗର ଅଧିବାସୀ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରେ ଲଢ଼ାଇ କରିଥିଲେ । ପାଞ୍ଚଟି ପୂର୍ବଭାଗଆର ସାମ୍ରାଜ୍ୟ ଯଥା: [[ଅଙ୍ଗ ସାମ୍ରାଜ୍ୟ|ଅଙ୍ଗ]] (ମଝି, କେନ୍ଦ୍ରଭାଗର [[ବିହାର]]), [[ବଙ୍ଗ ସାମ୍ରାଜ୍ୟ|ବଙ୍ଗ]] (ପଶ୍ଚିମ [[ପଶ୍ଚିମବଙ୍ଗ|ବଙ୍ଗ]], [[ବଙ୍ଗଳାଦେଶ]]), କଳିଙ୍ଗ ( [[ଓଡ଼ିଶା]]ର ସାଗର ଉପକୂଳ ନିକଟସ୍ଥ ଭାଗ), [[ପୁଣ୍ଡ୍ର ସାମ୍ରାଜ୍ୟ|ପୁଣ୍ଡ୍ର]] (ପଶ୍ଚିମ [[ବଙ୍ଗଳାଦେଶ]] ଓ [[ପଶ୍ଚିମବଙ୍ଗ]]), [[ସୁହମା ସାମ୍ରାଜ୍ୟ| ସୁହମା]] (ଉତ୍ତର-ପଶ୍ଚିମ [[ବଙ୍ଗଳାଦେଶ]] ଓ [[ପଶ୍ଚିମବଙ୍ଗ]]) ବାବଦରେ ଏଥିରେ ବର୍ଣ୍ଣନା କରାଯାଇଅଛି । ଏଥିରେ କଳିଙ୍ଗର ଦୁଇଗୋଟି ରାଜଧାନୀ [[ଦନ୍ତପୁର]] ଓ [[ରାଜପୁର]] କଥା ବର୍ଣ୍ଣିତ । କଳିଙ୍ଗର ଅନେକ ରାଜଗାନ ସେତେବେଳ ଶାସନ କରୁଥିଲେ ।
'''ଦନ୍ତପୁର''' ଆଜିର [[ପୁରୀ]] ସହର ନାମରେ ପରିଚିତ ଯାହା ପୁରାଣରେ [[ପାଣ୍ଡବ|ସହଦେବ]]ଙ୍କ ଦେଇ ଅଧିକାର କରାଯାଇଥିଲା ବୋଲି ବର୍ଣ୍ଣିତ । (୫,୨୩)
 
== ଆହୁରି ଦେଖନ୍ତୁ ==
[[ପୁରାତନ ଭାରତୀୟ ଉପମହାଦେଶର ସାମ୍ରାଜ୍ୟ]]<!--[[Kingdoms of Ancient India]]-->
 
== ଆଧାର ==
* [[ଗୁରୁ ପୂର୍ଣ୍ଣିମା#ବ୍ୟାସଦେବଙ୍କ ଅନ୍ୟନାମ|କୃଷ୍ଣ ଦ୍ଵୈପାୟନ ବ୍ୟାସ]]ଙ୍କ [[ମହାଭାରତ]]
 
<!--Ancient Indian kingdoms]]-->
[[ଶ୍ରେଣୀ:ଓଡ଼ିଶା ଇତିହାସ]]
<!--Kingdoms south to the Vindhya ranges]]-->
[[ଶ୍ରେଣୀ:ପୁରାତନ ଭାରତୀୟ ସାମ୍ରାଜ୍ୟ ସମୂହ]]<!--Ancient Indian kingdoms]]-->
[[ଶ୍ରେଣୀ:ବିନ୍ଧ୍ୟ ପର୍ବତମାଳାର ଦକ୍ଷିଣରେ ଥିବା ସାମ୍ରାଜ୍ୟ ସମୂହ]]<!--Kingdoms south to the Vindhya ranges]]-->
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[en:Kalinga_Kingdom]]
[[ଶ୍ରେଣୀ:ଓଡ଼ିଶା ଇତିହାସ]]
[[ଶ୍ରେଣୀ:ପୁରାତନ ଭାରତୀୟ ସାମ୍ରାଜ୍ୟ ସମୂହ]]<!--Ancient Indian kingdoms]]-->
[[ଶ୍ରେଣୀ:ବିନ୍ଧ୍ୟ ପର୍ବତମାଳାର ଦକ୍ଷିଣରେ ଥିବା ସାମ୍ରାଜ୍ୟ ସମୂହ]]<!--Kingdoms south to the Vindhya ranges]]-->
 
[[en:Kalinga Kingdom]]
[[id:Kerajaan Kalinga]]