"ଌ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{prettyurl|lu}} {{Odia alphabet navbox|uc={{PAGENAME}}}} '''{{PAGENAME}}''' [[ଓଡ଼ିଆ ବର୍ଣ୍ଣମାଳ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ Robot: Cosmetic changes
୩ କ ଧାଡ଼ି:
'''{{PAGENAME}}''' [[ଓଡ଼ିଆ ବର୍ଣ୍ଣମାଳା]]ର ୯ମ [[ସ୍ଵର ବର୍ଣ୍ଣ]] । ଏହାର ନାମ "ଦୀର୍ଘ ଋ" । ଏହାର ମାତ୍ରା " ୄ " [[ବ୍ୟଞ୍ଜନ ବର୍ଣ୍ଣ]]ର ତଳେ ଦିଆହୋଇଥାଏ । ଏହି ଅକ୍ଷର ବା ମାତ୍ରା ଥିବା ଶବ୍ଦ [[ଓଡ଼ିଆ ଭାଷା|ଓଡ଼ିଆ]]ରେ ନାହିଁ ।
 
== ଉଚ୍ଚାରଣ ==
ଏହାର ଉଚ୍ଚାରଣ ସ୍ଥାନ ଦନ୍ତ । ଏହାର ଉଚ୍ଚାରଣ [[ଓଡ଼ିଆ ଭାଷା|ଓଡ଼ିଆ]]ରେ "ଲୁ" ବା "ଲୃ" ପରି । ଏହି ଅକ୍ଷର ଥିବା ଶବ୍ଦ [[ଓଡ଼ିଆ ଭାଷା|ଓଡ଼ିଆ]]ରେ ନାହିଁ ।<ref name=gopal/>
 
== ବ୍ୟବହାର ==
=== ଦେଶଜ ଶବ୍ଦ ===
==== ଅବ୍ୟୟ ପଦ ====
 
== ୠକାର (" &#2884; ") ==
[[ବ୍ୟଞ୍ଜନ ବର୍ଣ୍ଣ]]ର ତଳେ ଦିଆଯିବା ମାତ୍ରା ।<ref name=gopal>[[ଗୋପାଳ ପ୍ରହରାଜ|ପ୍ରହରାଜ, ଗୋପାଳ]]. [http://cbioc.eas.asu.edu/cbioc/chitta/bhashakosha/Garbhagruha/Purnachandra%20Bhashakosha%20Vol%20I/Bhashakosha%20I-3,%20801-1193%20(end%20vol).pdf ''[[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]]'']. ଦ୍ଵିତୀୟ ଖଣ୍ଡ. [[ବିଶ୍ଵନାଥ କର]]. [[କଟକ]]. ପୃ. ୧୦୮୭ (୧୯୩୩)</ref>
 
== କମ୍ପ୍ୟୁଟର କୋଡ଼ ==
ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ [[ଇଉନିକୋଡ଼]]ରେ " &#2828; "ର କୋଡ଼ ବିନ୍ଦୁ ହେଲା U+0B60 ଓ "&#2828;କାର" (" &#2914; ") ର କୋଡ଼ ହେଲା : 0B44<ref name="unicode">[http://www.unicode.org/charts/PDF/U0B00.pdf Oriya: Range 0B00-0B7F, ''Oriya letter vocallic RR'']The Unicode Standard 6.0. 1900-2001. ''Unicode.Inc</ref>
 
== ଆଧାର ==
{{reflist}}
 
[[ବିଭାଗଶ୍ରେଣୀ:ଓଡ଼ିଆ ବର୍ଣ୍ଣମାଳା]]
[[ବିଭାଗଶ୍ରେଣୀ:ଓଡ଼ିଆ ଭାଷା]]
[[ବିଭାଗଶ୍ରେଣୀ:ଓଡ଼ିଆ ଲିପି]]
"https://or.wikipedia.org/wiki/ଌ"ରୁ ଅଣାଯାଇଅଛି