"ଉତ୍କଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization
ଟିକେ Robot: Cosmetic changes
୨ କ ଧାଡ଼ି:
'''ଉତ୍କଳ ସାମ୍ରାଜ୍ୟ''' ଅଧୁନାତନ [[ଭାରତ]]ର [[ଓଡ଼ିଶା]]ର ଉତ୍ତର ଓ ପୂର୍ବଭାଗରେ ଅବସ୍ଥିତ ଥିଲା । [[ମହାଭାରତ]]ରେ ଉତ୍କଳ, ଉତ୍ପଳ, ଅକଳ ଓ ଓଡ୍ର ଦେଶ ବାବଦରେ ବର୍ଣ୍ଣନା କରାଯାଇଅଛି । ଭାରତର ଜାତୀୟ ସଙ୍ଗୀତ [[ଜନ ଗଣ ମନ]]ରେ ମଧ୍ୟ ଏହା ରହିଅଛି ।
 
== ପୁରାତନ ସାହିତ୍ୟ ==
ମଧ୍ୟଯୁଗର ପୁରାତନ ସାହିତ୍ୟରେ ଏହାକୁ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲି ଅଭିହିତ କରାଯାଇଥିଲା ଯାହା ସେକାଳରେ ଏହା ଅତ୍ୟନ୍ତ କଳାର ଦେଶ ଥିଲା ବୋଲି ଜଣାଯାଇଥାଏ ।
 
== ମହାଭାରତରେ ବର୍ଣ୍ଣନା ==
ଦଶର୍ଣସ, ମେକାଳ ଆଦି ଉତ୍କଳର ପଶ୍ଚିମରେ ଥିବା ରାଜ୍ୟ ଓ ଉତ୍କଳ ବିଷୟରେ ମହାଭାରତରେ ବର୍ଣ୍ଣନା କରାଯାଇଅଛି । (୬.୯) ଉତ୍କଳର ବାସିନ୍ଦା ମାନେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ ବୋଲି ଲେଖାଅଛି ।
 
୧୩ କ ଧାଡ଼ି:
== ଆଧାର ==
* [[କୃଷ୍ଣ ଦ୍ଵାପାୟନ ବ୍ୟାସ]]ଙ୍କ ରଚିତ [[ମହାଭାରତ]]
<!--Ancient Indian kingdoms-->
 
[[Categoryଶ୍ରେଣୀ: ପୁରାତନ ଭାରତର ସାମ୍ରାଜ୍ୟ]] <!--Ancient Indian kingdoms-->
 
[[en:Utkala Kingdom]]
"https://or.wikipedia.org/wiki/ଉତ୍କଳ"ରୁ ଅଣାଯାଇଅଛି