"ଅନ୍ନଦା ଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization
ଟିକେ Robot: Cosmetic changes
୧୯ କ ଧାଡ଼ି:
ଅନ୍ନଦା ଶଙ୍କର ରାୟ୧୯୨୧-୨୩ ମଧ୍ୟରେ [[ଓଡ଼ିଆ ଭାଷା|ଓଡ଼ିଆ]]ରେ କେତେକ କବିତା ଓ ପ୍ରବନ୍ଧ ରଚନା କରି 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ 'ବାସନ୍ତୀ' ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୁଳକ କେତେକ ଉଚ୍ଚକୋଟୀର ପ୍ରବନ୍ଧ; ଯଥା ପଦ୍ମଚରଣଙ୍କ କବିତା, ସମର ଓ ସାହିତ୍ୟ, ମଥୁରାମଙ୍ଗଳ ଆଲୋଚନା ପ୍ରଭୃତି ରଚନା କରିଥିଲେ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୩୯-୪୦</ref> ୨୦୦୨ ମସିହା ଅକ୍ଟୋବର ୨ତାରିଖ ଦିନ [[କଲିକତା]]ଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
 
== ଟୀକା ==
{{ଆଧାର}}
== ବାହାର ଆଧାର ==
*http://www.calcuttaweb.com/cgi-bin/picdispgeneral.pl?/kabita/teler_sisi.gif
*http://www.telegraphindia.com/1021029/asp/bengal/story_1334876.asp