"ଅନୁପମ ଭାରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Robot: Cosmetic changes
୩୪ କ ଧାଡ଼ି:
}}
'''ଅନୁପମ ଭାରତ''' [[ବ୍ରହ୍ମପୁର]], [[ଭୁବନେଶ୍ବର]] ଓ [[ରାୟଗଡ଼ା]]ରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ [[ଓଡ଼ିଆ ଭାଷା|ଓଡ଼ିଆ]] ଖବରକାଗଜ । ୧୯୯୬ ମସିହାରେ ଏହି ଖବରକାଗଜ ସ୍ଵର୍ଗତ କାଳୀଚରଣ ପଣ୍ଡାଙ୍କ<ref>http://books.google.co.in/books?id=gFn8wSDfSxEC&pg=PA6&dq=anupama+bharat&hl=en&sa=X&ei=nPUMUJ2ZO4nRrQfBwJTICA&ved=0CDUQ6AEwAA#v=onepage&q=anupama%20bharat&f=false</ref> ଦ୍ଵାରା ପ୍ରତିଷ୍ଠା କରାଯାଇଥିଲା ଏବଂ [[ବ୍ରହ୍ମପୁର]]ରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଏହି ଖବରକାଗଜ ୨୦୧୧ ମସିହାରେ ଓଡ଼ିଶା୩୬୦ ସଂସ୍ଥା ସହ ଏକ ବୁଝାମଣା ହସ୍ତାକ୍ଷର କରି ଇନ୍ଟରନେଟରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । <ref>http://adii.in/2011/11/24/odisha360-signs-mou-with-anupam-bharat-sachitra-vijaya-and-swasthyashree-for-content-syndication/</ref>
== ଆଧାର ==
{{ଆଧାର}}
== ବାହାର ଲିଙ୍କ ==
* {{Official|http://www.anupambharatonline.com/|ଅନୁପମ ଭାରତ}}
*[http://www.batoi.com/360/odisha/sachitra-vijaya/ ସଚିତ୍ର ବିଜୟା]
 
{{ଓଡ଼ିଆ ଖବରକାଗଜ}}
 
[[ବିଭାଗଶ୍ରେଣୀ:ଓଡିଆ ସମ୍ବାଦପତ୍ର]]