"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Infobox writer <!-- For more information see [[:Template:Infobox Writer/doc]]. -->
ସରୋଜିନୀ ନାଇଡୁ ଭାରତର ପ୍ରଥମ ମହିଳା ରାଜ୍ୟପାଳ ତଥା ଜଣେ ପ୍ରଭାବଶାଳୀ ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା l ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି କୁହାଯାଏ l <ref>http://www.thecolorsofindia.com/interesting-facts/government/first-woman-governor-of-a-state-in-india.html</ref>ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୁପେ ସରୋଜିନୀ ନାଇଡୁ ଙ୍କ ଅବଦାନ ଅତୁଳନୀୟ l ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ସଭାପତି ଥିଲେ l କିନ୍ତୁ ସର୍ବୋପରି ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୂତ୍ବପୂର୍ଣ୍ଣ l
[[File:Sarojini| Naiduname in Bombay 1946.jpg|thumb| =ସରୋଜିନୀ ନାଇଡୁ ]]
| image = Sarojini Naidu in Bombay 1946.jpg
| image_size =
| alt = Sarojini Naidu in Bombay (now Mumbai), 1946
| caption = ସରୋଜିନୀ ନାଇଡୁଙ୍କ ୧୯୪୬ ମସିହାର ଫୋଟ
| birth_name = ସରୋଜିନୀ ଚଟ୍ଟୋପାଧ୍ୟାୟ
| birth_date = {{Birth date|df=yes|1879|02|13}}
| birth_place = [[ହାଇଦ୍ରାବାଦ]], [[ଭାରତ]]
| death_date = {{Death date and age|df=yes|1949|3|2|1879|2|13}}
| death_place = [[ଲଖ୍ନ୍ଔ]], [[ଉତ୍ତର ପ୍ରଦେଶ]], [[ଭାରତ]]
| alma_mater = {{nowrap|[[ମାଡ୍ରାସ ବିଶ୍ବବିଦ୍ୟାଳୟ ]]<br>[[କେମ୍ବ୍ରିଜ ବିଶ୍ବବିଦ୍ୟାଳୟ]]}}
| nationality = [[ବଙ୍ଗାଳୀ,ଭାରତୀୟ]]
| occupation = ନାରୀନେତ୍ରୀ,ସମାଜ ସେବୀ,ଲେଖିକା
| spouse = ଡ. ଗୋବିନ୍ଦରାଜୁ
| children = ଜୟସୂର୍ଯ୍ୟ, ପଦ୍ମଜା, ରଣଧୀର, ନିଳାବର ଏବଂ ଲିଳାମଣୀ
|signature=Sarojini Naidu Signature.jpg
}}
ସରୋଜିନୀ ନାଇଡୁ ଭାରତର[[ଭାରତ]]ର ପ୍ରଥମ ମହିଳା ରାଜ୍ୟପାଳ ତଥା ଜଣେ ପ୍ରଭାବଶାଳୀ ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା l ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି କୁହାଯାଏ l <ref>http://www.thecolorsofindia.com/interesting-facts/government/first-woman-governor-of-a-state-in-india.html</ref>ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୁପେ ସରୋଜିନୀ ନାଇଡୁ ଙ୍କ ଅବଦାନ ଅତୁଳନୀୟ l ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ସଭାପତି ଥିଲେ l କିନ୍ତୁ ସର୍ବୋପରି ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୂତ୍ବପୂର୍ଣ୍ଣ l
==ପ୍ରାରମ୍ଭିକ ଜୀବନ==
[[File:Sarojini Naidu in Bombay 1946.jpg|thumb|ସରୋଜିନୀ ନାଇଡୁ ]]
<ref>http://www.poemhunter.com/sarojini-naidu/biography/</ref>
<ref>ଦିବ୍ୟଭାସ୍କର- ଗୁଜୁରାତୀ ଖବର କାଗଜ ତା. ୧୦-୦୬-୨୦୧୨ ର ୧୧ ପୃଷ୍ଠା</ref>
 
ସରୋଜିନୀ ନାଇଡୁ ୧୮୭୯ ମସିହା ଫେବ୍ରୁଆରୀ ୧୩ ତାରିଖରେ [[ହାଇଦ୍ରାବାଦ]]ରେ ଜନ୍ମ ଗ୍ରହଣ କରିଥିଲେ l ଡକ୍ଟର ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ତାଙ୍କର ପତ୍ନୀ ବରଦା ସୁନ୍ଦରୀ ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଥିଲେ l ବ୍ରାହ୍ମଣ ପରିବାରରେ ଜନ୍ମହୋଇଥିଲେ ମଧ୍ୟ [[ମୁସଲମାନ]] ସଂସ୍କୃତି ପ୍ରଧାନ [[ହାଇଦ୍ରାବାଦ]] ସହରରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ l ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ[[ ମାଡ୍ରାସ ବିଶ୍ବବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ l କୁହାଯାଏ ସରୋଜିନୀ ଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର[[ହାଇଦ୍ରାବାଦ]]ର [[ନିଜାମ ]]ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ l ପରବର୍ତ୍ତୀ ତିନିବର୍ଷ ସରୋଜିନୀ [[ଲଣ୍ଡନ]] ଓ [[କେମ୍ବ୍ରିଜ ବିଶ୍ବବିଦ୍ୟାଳୟ]]ରେ ଅଧ୍ୟୟନ କଲେ l ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙ୍କ ପ୍ରୋତ୍ସାହନ ପାଇଁ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା l
 
ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସ୍କ ଗୋବିନ୍ଦରାଜୁ ଙ୍କ ପ୍ରେମରେ ପଡିଥିଲେ l ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣ କୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ l ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା l