"ଇଣ୍ଟରନେଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding map-bms:Internet
ଟିକେ ଛୋଟ ଠିକଣା
୧ କ ଧାଡ଼ି:
{{ଛୋଟ|Internet}}
{{stub}}
{{Infobox general
|name =ଇଣ୍ଟରନେଟ‎
୮ କ ଧାଡ଼ି:
'''ଇଣ୍ଟରନେଟ''' (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ [[କମ୍ପୁଟର]] ଯୋଡି ହୋଇ ରହିଥାନ୍ତି, ଯାହାକି [[କମ୍ପୁଟର]] ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।
 
ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା | ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା |
 
ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ [[ଇମେଲ]] ପାଇବା/ପଠାଇବା, [[ଚାଟିଙ୍ଗ]] କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି | ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି | ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ |
 
ଜ୍ଞାନକୌଶଳ : ଇଣ୍ଟରନେଟ ରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ।କୁହାଯାଏ । ସର୍ଭର ଗୁଡିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି। ସର୍ଭର ବା ମୁଖ୍ୟ କମ୍ପ୍ୟୁଟର ରେ ଡାଟା ସବୁ ସାଇତି ରଖା ଯାଇଥାଏ।ଯାଇଥାଏ । ପ୍ରତ୍ୟେକ ସର୍ଭର ର ସ୍ଵତନ୍ତ୍ର ନାମ ଏବଂ ଅଡ୍ରେସ ରହିଥାଏ। ଆମେ ଯେତେବେଳେ ଆମ କମ୍ପ୍ୟୁଟର ରେ ୱେବସାଇଟ ଖୋଳୁଛୁ,ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭର ରୁ ସମ୍ପୃକ୍ତ ପ୍ରୁଷ୍ଠା କୁ ଆମ କମ୍ପ୍ୟୁଟର ରେ ଦେଖେଇ ଥାଏ।ଥାଏ ।
 
[[ବିଭାଗଶ୍ରେଣୀ:ବିଜ୍ଞାନ]]
[[ବିଭାଗଶ୍ରେଣୀ:ଇଣ୍ଟରନେଟ]]
[[ବିଭାଗଶ୍ରେଣୀ:କମ୍ପ୍ୟୁଟର ବିଜ୍ଞାନ]]
 
[[ace:Internèt]]
"https://or.wikipedia.org/wiki/ଇଣ୍ଟରନେଟ"ରୁ ଅଣାଯାଇଅଛି